ଚଳିତ ଆଇପିଏଲର ତୃତୀୟ ମ୍ୟାଚ୍‌: କୋଲକାତା ଗୁଜରାଟ ଲଢ଼େଇ

ରାଜକୋଟ: ଚାଲିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଚାରିଆଡେ କ୍ରିକେଟ୍‌ର କ୍ରେଜ୍‌। ଛକା ଚୌକାର ଏହି ଖେଳ ଏହାରି ଭିତରେ ୧୦ବର୍ଷ ଅତିକ୍ରମ କରିସାରିଲାଣି। ତଥାପି ଆଇପିଏଲ୍‌ର ଚାହିଦା କମିବା ପରିବର୍ତ୍ତେ ବଢି ବଢି ଚାଲିଛି। ଭିନ୍ନ ଭିନ୍ନ ଦେଶର ନାମୀ ଦାମୀ ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳୁଥିବାରୁ ଦେଶ ବାହାରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଇଛି। ଚଳିତ ୧୦ମ ସଂସ୍କରଣ ଆଇପିଏଲରେ ପ୍ରଥମ ଦୁଇଟି ମ୍ୟାଚ ଖେଳାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜକୋଟ୍‌ ଠାରେ […]

iplll

iplll

Rakesh Mallick
  • Published: Friday, 07 April 2017
  • Updated: 07 April 2017, 07:32 PM IST

Sports

Latest News

ରାଜକୋଟ: ଚାଲିଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଚାରିଆଡେ କ୍ରିକେଟ୍‌ର କ୍ରେଜ୍‌। ଛକା ଚୌକାର ଏହି ଖେଳ ଏହାରି ଭିତରେ ୧୦ବର୍ଷ ଅତିକ୍ରମ କରିସାରିଲାଣି। ତଥାପି ଆଇପିଏଲ୍‌ର ଚାହିଦା କମିବା ପରିବର୍ତ୍ତେ ବଢି ବଢି ଚାଲିଛି। ଭିନ୍ନ ଭିନ୍ନ ଦେଶର ନାମୀ ଦାମୀ ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳୁଥିବାରୁ ଦେଶ ବାହାରେ ମଧ୍ୟ ଏହାର ଚାହିଦା ବୃଦ୍ଧି ପାଇଛି।

ଚଳିତ ୧୦ମ ସଂସ୍କରଣ ଆଇପିଏଲରେ ପ୍ରଥମ ଦୁଇଟି ମ୍ୟାଚ ଖେଳାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜକୋଟ୍‌ ଠାରେ ତୃତୀୟ ମ୍ୟାଚ୍‌ ଖେଳାଯିବ। ଯେଉଁଥିରେ ଆଇପିଏଲର ଦୁଇ ଥର ଟାଇଟଲ ବିଜେତା କୋଲକାତ ନାଇଟ୍‌ ରାଇଡର୍ସ୍‌କୁ ଭେଟିବ ଗୁଜରାଟ୍‌ ଲାୟନ୍ସ। ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ନିଜର ପ୍ରଥମ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିବା ପାଇଁ ଉଭୟ ଟିମ୍‌ ଚେଷ୍ଟା କରିବେ। ଗୁଜୁରାଟ ଲାୟନ୍ସର ଅଧିନାୟକ ସୁରେଶ ରାଇନାଙ୍କ ନେତୃତ୍ୱରେ ଆଜି ଟିମ୍‌ ପଡିଆକୁ ଓହ୍ଲାଇଥିବା ବେଳେ ଏହି ଟିମ୍‌ରେ ଫିଞ୍ଚ, ମ୍ୟାକ୍ୟୁଲମ୍‌, କାର୍ତ୍ତୀକ, ଫକନର୍‌ ଏବଂ ଡେନ୍‌ ସ୍ମିଥ୍‌ ଭଳି ଖେଳାଳି ରହିଛନ୍ତି । ଅନ୍ୟପଟେ ଆହତଜନିତ କାରଣରୁ ଗୁଜରାଟ ଲାୟନ୍ସର  ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଡାୟନ୍‌ ବ୍ରାଭୋ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ଅନ୍ୟପଟେ ଗୌତମ ଗାମ୍ଭୀରଙ୍କ ନେତୃତ୍ୱାଧିନ କୋଲକାତା ନାଇଟ୍‌ ରାଇଡର୍ସ ଦୃଢ ଆତ୍ମ ବିଶ୍ୱାସ ସହ ପଡିଆକୁ ଓହ୍ଲାଇବ । ଏହି ଟିମ୍‌ରେ ରବୀନ ଉତ୍ଥାପାଙ୍କ ଠାରୁ ଆରମ୍ଭ କରି ୟୁସୁଫ ପଠାଣ ,ସୁନିଲ୍ ନାରିନ୍‌ ଓ ବୋଲ୍ଟ ଭଳି ଖେଳାଳି ରହିଛନ୍ତି । ଯେଉଁମାନେ କୌଣସି ମୂହୁର୍ତ୍ତରେ ଖେଳକୁ ନିଜ ସପକ୍ଷକୁ ଆଣିପାରିବାକୁ ସକ୍ଷମ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story