ଲାଲଚାନ୍ଦ ରାଜପୁତ ହେଲେ ଜିମ୍ବାୱେର ମୁଖ୍ୟ କ୍ରିକେଟ୍‌ କୋଚ୍‌

ନୂଆଦିଲ୍ଲୀ:  ଟିମ୍‌ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଲାଲଚାନ୍ଦ ରାଜପୁତଙ୍କୁ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦିଆଯାଇଛି। “ଲାଲଚାନ୍ଦ ନିଜର କଠିନ୍‌ ପରିଶ୍ରମ ଓ କୋଚିଂ ଦକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କ ଭଳି ଜଣେ ବ୍ୟକ୍ତି ଜିମ୍ବାୱେ ଜାତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ଗର୍ବର ବିଷୟ” ବୋଲି ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ କହିଛି। ପୂର୍ବରୁ ଲାଲଚାନ୍ଦ ଜିମ୍ବାୱେ ଜାତୀୟ ଟିମ୍‌ର […]

rajput

rajput

Hemant Lenka
  • Published: Saturday, 25 August 2018
  • Updated: 25 August 2018, 01:37 PM IST

Sports

Latest News

ନୂଆଦିଲ୍ଲୀ:  ଟିମ୍‌ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଲାଲଚାନ୍ଦ ରାଜପୁତଙ୍କୁ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

“ଲାଲଚାନ୍ଦ ନିଜର କଠିନ୍‌ ପରିଶ୍ରମ ଓ କୋଚିଂ ଦକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କ ଭଳି ଜଣେ ବ୍ୟକ୍ତି ଜିମ୍ବାୱେ ଜାତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ଗର୍ବର ବିଷୟ” ବୋଲି ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ କହିଛି।

ପୂର୍ବରୁ ଲାଲଚାନ୍ଦ ଜିମ୍ବାୱେ ଜାତୀୟ ଟିମ୍‌ର ଅନ୍ତରୀଣ ମୁଖ୍ୟ କୋଚ୍‌ ଦାୟିତ୍ୱ ନିର୍ବାହ କରୁଥିଲେ। ଏବେ ତାଙ୍କୁ ସ୍ଥାୟୀ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

ଲାଲଚାନ୍ଦ ପୂର୍ବତନ ଜିମ୍ବାୱେ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଜିମ୍ବାୱେ ଟିମ୍‌ ୨୦୧୯ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବାରେ ବିଫଳ ହେବାରୁ ହିଥ୍‌ ଷ୍ଟ୍ରିକ୍‌ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ଦେଶର କ୍ରିକେଟ୍‌ ଆସୋସିଏସନ୍‌ କାର୍ଯ୍ୟରୁ ବେଦଖଲ କରିଥିଲା।

ଲାଲଚାନ୍ଦ କହିଛନ୍ତି “ଏଭଳି ନିଯୁକ୍ତି ପାଇ ମୁଁ ବେଶ ଉତ୍ସାହିତ। ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ସେଥିପାଇଁ ମୁଁ ଏବେଠାରୁ ପ୍ରସ୍ତୁତ।“

ଲାଲଚାନ୍ଦ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ତେବେ ରଣଜୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳି  ଲାଲଚାନ୍ଦ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ଭାରତ ୨୦୦୭ ଟି-୨୦ ବିଶ୍ୱକପ୍‌ ଜିତିବା ସମୟରେ ଲାଲଚାନ୍ଦ ଟିମ୍‌ ଇଣ୍ଡିଆର ମ୍ୟାନେଜର୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।  ୨୦୦୮ରେ ଭାରତର ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ମ୍ୟାନେଜର୍‌ ରହିଥିଲେ।

ସେ ଆସାମ କୋଚ୍‌ ଭାବେ ମଧ୍ୟ ଦୀର୍ଘଦିନ କାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story