ବିରାଟ ଏବେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍:ଜିଓଫ ଲସନ୍

ମୁମ୍ବାଇ: ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ଜିଓଫ ଲସନ୍। ସେ କହିଛନ୍ତି,“ବର୍ତ୍ତମାନ କୋହଲି ନିର୍ଦ୍ୱନ୍ଦ୍ୱରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍। ସେ ପୂରା ଫର୍ମରେ ଅଛନ୍ତି। ୨୦୧୧-୧୨ରେ ସେ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ ସେତେବେଳେ ମୁଁ ତାଙ୍କ ଖେଳ ଦେଖି ଖୁବ୍ ପ୍ରଭାବିତ ହୋଇଥିଲି।” ଲସନ୍ କହିଛନ୍ତି,“ଅଷ୍ଟ୍ରେଲିଆର ବାଉନ୍ସି ୱିକେଟ୍ସର ଚ୍ୟାଲେଞ୍ଜକୁ ଗ୍ରହଣ କରି ଖେଳିବାକୁ ପସନ୍ଦ କରୁଥିବା ଅଳ୍ପ କେତେ ଜଣ […]

lawson

lawson

Rakesh Mallick
  • Published: Saturday, 28 May 2016
  • Updated: 28 May 2016, 11:36 AM IST

Sports

Latest News

ମୁମ୍ବାଇ: ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ପେସ୍ ବୋଲର ଜିଓଫ ଲସନ୍।

ସେ କହିଛନ୍ତି,“ବର୍ତ୍ତମାନ କୋହଲି ନିର୍ଦ୍ୱନ୍ଦ୍ୱରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍। ସେ ପୂରା ଫର୍ମରେ ଅଛନ୍ତି। ୨୦୧୧-୧୨ରେ ସେ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିଲେ ସେତେବେଳେ ମୁଁ ତାଙ୍କ ଖେଳ ଦେଖି ଖୁବ୍ ପ୍ରଭାବିତ ହୋଇଥିଲି।”

ଲସନ୍ କହିଛନ୍ତି,“ଅଷ୍ଟ୍ରେଲିଆର ବାଉନ୍ସି ୱିକେଟ୍ସର ଚ୍ୟାଲେଞ୍ଜକୁ ଗ୍ରହଣ କରି ଖେଳିବାକୁ ପସନ୍ଦ କରୁଥିବା ଅଳ୍ପ କେତେ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ସେ ଜଣେ।”

ଲସନ୍ ୪୬ ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୧୮୦ଟି ୱିକେଟ୍ ନେଇଥିବା ବେଳେ ୭୯ଟି ଦିନିକିଆ ମ୍ୟାଚ୍‌ରୁ ୮୮ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story