ଆର୍ଜେଣ୍ଟିନା ପାଇଁ ମେସୀ ଖେଳିବା ଉଚିତ : ମାରାଡୋନା

ଲଣ୍ଡନ: “କୋପା ଆମେରିକା କପ୍‌ରେ ଚିଲିଠାରୁ ଦଳ ହାରିଲେ ମଧ୍ୟ ମେସୀ ଆର୍ଜେଣ୍ଟିନା ପକ୍ଷରୁ ଖେଳିବା ଉଚିତ। ସେ ଦଳର ଜଣେ ଷ୍ଟାର ଖେଳାଳି, ଏବେ ତାଙ୍କର ଅବସର ସମୟ ହୋଇନାହିଁ। ସେ ତାଙ୍କ ମତ ପରିବର୍ତ୍ତନ କରି ଦଳ ପାଇଁ ଖେଳିବା ଉଚିତ।” ମଙ୍ଗଳବାର ଏହା କହିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟ୍‌ବଲର ଡାଏଗୋ ମାରାଡୋନା। ସେ କହିଛନ୍ତି,“ରୁଷିଆରେ ହେବାକୁ ଥିବା ୨୦୧୮ ବିଶ୍ୱକପ୍‌ରେ ମେସୀ ଆର୍ଜେଣ୍ଟିନା ପାଇଁ ଖେଳ ଜାରି ରଖିବା ଉଚିତ। ମାତ୍ର ୨୯ […]

lionelmessidiegomaradona

lionelmessidiegomaradona

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 06:12 PM IST

Sports

Latest News

ଲଣ୍ଡନ: “କୋପା ଆମେରିକା କପ୍‌ରେ ଚିଲିଠାରୁ ଦଳ ହାରିଲେ ମଧ୍ୟ ମେସୀ ଆର୍ଜେଣ୍ଟିନା ପକ୍ଷରୁ ଖେଳିବା ଉଚିତ। ସେ ଦଳର ଜଣେ ଷ୍ଟାର ଖେଳାଳି, ଏବେ ତାଙ୍କର ଅବସର ସମୟ ହୋଇନାହିଁ। ସେ ତାଙ୍କ ମତ ପରିବର୍ତ୍ତନ କରି ଦଳ ପାଇଁ ଖେଳିବା ଉଚିତ।” ମଙ୍ଗଳବାର ଏହା କହିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟ୍‌ବଲର ଡାଏଗୋ ମାରାଡୋନା।

ସେ କହିଛନ୍ତି,“ରୁଷିଆରେ ହେବାକୁ ଥିବା ୨୦୧୮ ବିଶ୍ୱକପ୍‌ରେ ମେସୀ ଆର୍ଜେଣ୍ଟିନା ପାଇଁ ଖେଳ ଜାରି ରଖିବା ଉଚିତ। ମାତ୍ର ୨୯ ବୟସରେ ସେ ଫୁଟବଲ୍‌ ଜଗତରୁ ଦୂରେଇ ଯିବା ତାଙ୍କ କ୍ୟାରିୟର ପ୍ରତି ଠିକ୍‌ ହେବ ନାହିଁ। ଦଳରେ ଥିବା ତ୍ରୁଟି ଯୋଗୁଁ ଚିଲିଠାରୁ ଦଳ ପରାଜିତ ହୋଇଥିଲା। ଏହା ନୁହେଁ କି ଦଳ ମେସୀଙ୍କ ପାଇଁ ପରାଜିତ ହୋଇଛି।” ରବିବାର ଦିନ ଚିଲିଠାରୁ ହାରିବା ପରେ ମେସୀ ଅବସର ନେବା ନେଇ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story