ପ୍ରଥମ ଟେଷ୍ଟରେ ସ୍ଥାନ ପାଇବା ନେଇ ଏପର୍ଯ୍ୟନ୍ତ ଚିନ୍ତା କରିନି: ରାହୁଲ

କିଙ୍ଗଷ୍ଟନ: ଜୁଲାଇ ୨୧ରେ ଆଣ୍ଟିଗୁଆରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳରେ ସ୍ଥାନ ପାଇବା ନେଇ ଅନିଶ୍ଚିତତାରେ ରହିଛନ୍ତି ଗତ ଦୁଇଟି ୱାର୍ମଅପ୍‌ରେ ୨ଟି ଅର୍ଦ୍ଧଶତକ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ। ସେ କହିଛନ୍ତି,“ପ୍ରଥମ ଟେଷ୍ଟରେ ଖେଳିବା ମୋ ଅଧୀନରେ ନାହିଁ। ଏହା ମନୋନୟନକାରୀଙ୍କ ଇଚ୍ଛାଧୀନ। ମୁଁ ଜଣେ ଖେଳାଳି ଭାବେ କର୍ତ୍ତବ୍ୟ ସମ୍ପାଦନ କରିବି, ଭଲ ଖେଳିବାକୁ ଚେଷ୍ଟା କରିବି। ଏହା ପରେ ଯାହା ହେବାର ଥିବ ତାହା ହେବ।” ସେ […]

lokesh-rahul-ranji-triple-ton

lokesh-rahul-ranji-triple-ton

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 04:21 PM IST

କିଙ୍ଗଷ୍ଟନ: ଜୁଲାଇ ୨୧ରେ ଆଣ୍ଟିଗୁଆରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳରେ ସ୍ଥାନ ପାଇବା ନେଇ ଅନିଶ୍ଚିତତାରେ ରହିଛନ୍ତି ଗତ ଦୁଇଟି ୱାର୍ମଅପ୍‌ରେ ୨ଟି ଅର୍ଦ୍ଧଶତକ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଲୋକେଶ ରାହୁଲ।

ସେ କହିଛନ୍ତି,“ପ୍ରଥମ ଟେଷ୍ଟରେ ଖେଳିବା ମୋ ଅଧୀନରେ ନାହିଁ। ଏହା ମନୋନୟନକାରୀଙ୍କ ଇଚ୍ଛାଧୀନ। ମୁଁ ଜଣେ ଖେଳାଳି ଭାବେ କର୍ତ୍ତବ୍ୟ ସମ୍ପାଦନ କରିବି, ଭଲ ଖେଳିବାକୁ ଚେଷ୍ଟା କରିବି। ଏହା ପରେ ଯାହା ହେବାର ଥିବ ତାହା ହେବ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ,“ପ୍ରଥମ ଟେଷ୍ଟ ପାଇଁ ଆହୁରି ଗୋଟିଏ ସପ୍ତାହ ରହିଛି। ଏଥିପାଇଁ ଏବେଠାରୁ ବ୍ୟସ୍ତ ଓ ବିବ୍ରତ ହେବା ଅନୁଚିତ। ଏବେ ମୁଁ ଖେଳ ଉପରେ ଫୋକସ୍‌ କରୁଛି।”

ସୂଚନାଯୋଗ୍ୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ୱାର୍ମଅପ୍‌ରେ ୫୧ ରନ୍‌ ଓ ଦ୍ୱିତୀୟ ୱାର୍ମ ଅପ୍‌ରେ ୬୪ ରନ୍‌ କରି ଅପରାଜିତ ରହିଥିଲେ ରାହୁଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story