କିଙ୍ଗଷ୍ଟନ: ଜୁଲାଇ ୨୧ରେ ଆଣ୍ଟିଗୁଆରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳରେ ସ୍ଥାନ ପାଇବା ନେଇ ଅନିଶ୍ଚିତତାରେ ରହିଛନ୍ତି ଗତ ଦୁଇଟି ୱାର୍ମଅପ୍ରେ ୨ଟି ଅର୍ଦ୍ଧଶତକ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।
ସେ କହିଛନ୍ତି,“ପ୍ରଥମ ଟେଷ୍ଟରେ ଖେଳିବା ମୋ ଅଧୀନରେ ନାହିଁ। ଏହା ମନୋନୟନକାରୀଙ୍କ ଇଚ୍ଛାଧୀନ। ମୁଁ ଜଣେ ଖେଳାଳି ଭାବେ କର୍ତ୍ତବ୍ୟ ସମ୍ପାଦନ କରିବି, ଭଲ ଖେଳିବାକୁ ଚେଷ୍ଟା କରିବି। ଏହା ପରେ ଯାହା ହେବାର ଥିବ ତାହା ହେବ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ,“ପ୍ରଥମ ଟେଷ୍ଟ ପାଇଁ ଆହୁରି ଗୋଟିଏ ସପ୍ତାହ ରହିଛି। ଏଥିପାଇଁ ଏବେଠାରୁ ବ୍ୟସ୍ତ ଓ ବିବ୍ରତ ହେବା ଅନୁଚିତ। ଏବେ ମୁଁ ଖେଳ ଉପରେ ଫୋକସ୍ କରୁଛି।”
ସୂଚନାଯୋଗ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ୱାର୍ମଅପ୍ରେ ୫୧ ରନ୍ ଓ ଦ୍ୱିତୀୟ ୱାର୍ମ ଅପ୍ରେ ୬୪ ରନ୍ କରି ଅପରାଜିତ ରହିଥିଲେ ରାହୁଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।