ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିରେ ସାମିଲ୍‌ ହେଲେ ବ୍ରାଜିଲିଆନ୍‌ ଡିଫେଣ୍ଡର

ନୂଆଦିଲ୍ଲୀ: ଆଇସିଏଲ୍‌ ଫ୍ରାଞ୍ଜାଇଜ୍‌ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଗୁରୁବାର ଜଣେ ଆନ୍ତର୍ଜାତୀୟ ପ୍ରତିଭା ଆଲ୍‌ଭେସ୍‌ଙ୍କୁ ଦଳରେ ସାମିଲ କରିଛି। ସେ ହେଲେ ବ୍ରାଜିଲ୍‌ର ଡିଫେଣ୍ଡର ମେଲ୍‌ସନ୍‌ ଆଲ୍‌ଭେସ୍‌। ୨୮ ବର୍ଷୀୟ ଏହି ଅନ୍ତର୍ଜାତୀୟ ଖେଳାଳି ଜଣକ ନିୟମିତ ଭାବେ ଏହି ଦଳରେ ଖେଳି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଦଳ ତାଙ୍କ ସହ ଥିବା ଚୁକ୍ତିର ନବୀକରଣ କରିଛି। ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିର ମୁଖ୍ୟ କୋଚ୍‌ ସାର୍ଜିଓ ଫାରିଆସ୍‌ କହିଛନ୍ତି,“ ଦଳର ଆଦର୍ଶକୁ ପ୍ରାଧାନ୍ୟ ଦେଇ ଆମେ […]

Mailson Alves

Mailson Alves

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 12:04 PM IST

Sports

Latest News

ନୂଆଦିଲ୍ଲୀ: ଆଇସିଏଲ୍‌ ଫ୍ରାଞ୍ଜାଇଜ୍‌ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଗୁରୁବାର ଜଣେ ଆନ୍ତର୍ଜାତୀୟ ପ୍ରତିଭା ଆଲ୍‌ଭେସ୍‌ଙ୍କୁ ଦଳରେ ସାମିଲ କରିଛି। ସେ ହେଲେ ବ୍ରାଜିଲ୍‌ର ଡିଫେଣ୍ଡର ମେଲ୍‌ସନ୍‌ ଆଲ୍‌ଭେସ୍‌।

୨୮ ବର୍ଷୀୟ ଏହି ଅନ୍ତର୍ଜାତୀୟ ଖେଳାଳି ଜଣକ ନିୟମିତ ଭାବେ ଏହି ଦଳରେ ଖେଳି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଦଳ ତାଙ୍କ ସହ ଥିବା ଚୁକ୍ତିର ନବୀକରଣ କରିଛି।

ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିର ମୁଖ୍ୟ କୋଚ୍‌ ସାର୍ଜିଓ ଫାରିଆସ୍‌ କହିଛନ୍ତି,“ ଦଳର ଆଦର୍ଶକୁ ପ୍ରାଧାନ୍ୟ ଦେଇ ଆମେ ଆଜି ବ୍ରାଜିଲ୍‌ର ଡିଫେଣ୍ଡର ମେଲ୍‌ସନ୍‌ ଆଲ୍‌ଭେସ୍‌ଙ୍କୁ ଦଳରେ ସାମିଲ୍‌ କରିଛୁ। ଆଲ୍‌ଭେସ୍‌ ହେଉଛନ୍ତି ଏପରି ଜଣେ ଖେଳାଳି ଯିଏ କି ଆମକୁ ଶୀର୍ଷକୁ ନେଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story