ନୂଆଦିଲ୍ଲୀ: ଆଇସିଏଲ୍ ଫ୍ରାଞ୍ଜାଇଜ୍ ନର୍ଥଇଷ୍ଟ ୟୁନାଇଟେଡ୍ ଏଫସି ଗୁରୁବାର ଜଣେ ଆନ୍ତର୍ଜାତୀୟ ପ୍ରତିଭା ଆଲ୍ଭେସ୍ଙ୍କୁ ଦଳରେ ସାମିଲ କରିଛି। ସେ ହେଲେ ବ୍ରାଜିଲ୍ର ଡିଫେଣ୍ଡର ମେଲ୍ସନ୍ ଆଲ୍ଭେସ୍।
୨୮ ବର୍ଷୀୟ ଏହି ଅନ୍ତର୍ଜାତୀୟ ଖେଳାଳି ଜଣକ ନିୟମିତ ଭାବେ ଏହି ଦଳରେ ଖେଳି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ଦଳ ତାଙ୍କ ସହ ଥିବା ଚୁକ୍ତିର ନବୀକରଣ କରିଛି।
ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସିର ମୁଖ୍ୟ କୋଚ୍ ସାର୍ଜିଓ ଫାରିଆସ୍ କହିଛନ୍ତି,“ ଦଳର ଆଦର୍ଶକୁ ପ୍ରାଧାନ୍ୟ ଦେଇ ଆମେ ଆଜି ବ୍ରାଜିଲ୍ର ଡିଫେଣ୍ଡର ମେଲ୍ସନ୍ ଆଲ୍ଭେସ୍ଙ୍କୁ ଦଳରେ ସାମିଲ୍ କରିଛୁ। ଆଲ୍ଭେସ୍ ହେଉଛନ୍ତି ଏପରି ଜଣେ ଖେଳାଳି ଯିଏ କି ଆମକୁ ଶୀର୍ଷକୁ ନେଇପାରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।