ପୁଣି ରିଙ୍ଗକୁ ଆସିବେ ବକ୍ସିଂ କିମ୍ବଦନ୍ତୀ ମାନ୍ନୀ

ମାନିଲା: ପୁଣି ରିଙ୍ଗ୍ସକୁ ଫେରିପାରନ୍ତି ଫିଲିପାଇନ୍ସର ସିନେଟର ତଥା ବକ୍ସିଂ କିମ୍ବଦନ୍ତୀ ମନ୍ନୀ ପାକ୍ୟୁଆଓ। ସେ ରାଜନୀତିରୁ ଅବସର ନେଇ ପୁଣି ବକ୍ସିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।  ତାଙ୍କର ଜଣେ ପ୍ରମୋଟର ଏ ବିଷୟରେ ସୂଚନା ଦେଇଛନ୍ତି। ୨୦୦୫ରୁ ମନ୍ନୀଙ୍କୁ ପ୍ରମୋଟ କରୁଥିବା ବବ୍‌ ଅରୁମ୍‌ କହିଛନ୍ତି,“୩୭ ବର୍ଷୀୟ ଏହି ବକ୍ସର ଜଣକ ଖୁବ୍‌ ଶୀଘ୍ର ରିଙ୍ଗ୍ସକୁ ଫେରିବେ। ସେ ଆସନ୍ତା ଦିନରେ ଲାସ୍‌ ଭେଗାସ୍‌ରେ ଜଣେ ଟାଣୁଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ। ଏଥିପାଇଁ ଦିନ ଧାର୍ଯ୍ୟ […]

manny-pacquiao

manny-pacquiao

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 05:44 PM IST

Sports

Latest News

ମାନିଲା: ପୁଣି ରିଙ୍ଗ୍ସକୁ ଫେରିପାରନ୍ତି ଫିଲିପାଇନ୍ସର ସିନେଟର ତଥା ବକ୍ସିଂ କିମ୍ବଦନ୍ତୀ ମନ୍ନୀ ପାକ୍ୟୁଆଓ। ସେ ରାଜନୀତିରୁ ଅବସର ନେଇ ପୁଣି ବକ୍ସିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।  ତାଙ୍କର ଜଣେ ପ୍ରମୋଟର ଏ ବିଷୟରେ ସୂଚନା ଦେଇଛନ୍ତି।

୨୦୦୫ରୁ ମନ୍ନୀଙ୍କୁ ପ୍ରମୋଟ କରୁଥିବା ବବ୍‌ ଅରୁମ୍‌ କହିଛନ୍ତି,“୩୭ ବର୍ଷୀୟ ଏହି ବକ୍ସର ଜଣକ ଖୁବ୍‌ ଶୀଘ୍ର ରିଙ୍ଗ୍ସକୁ ଫେରିବେ। ସେ ଆସନ୍ତା ଦିନରେ ଲାସ୍‌ ଭେଗାସ୍‌ରେ ଜଣେ ଟାଣୁଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ। ଏଥିପାଇଁ ଦିନ ଧାର୍ଯ୍ୟ କରାଯାଇନାହିଁ। ମନ୍ନୀଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ପ୍ରତିଦ୍ୱନ୍ଦ୍ୱିତା ତାରିଖ ଘୋଷଣା କରାଯିବ। ଏହି ସମୟ ଅକ୍ଟୋବର ୨୯ରୁ ନଭେମ୍ବର ୫ ମଧ୍ୟରେ ହୋଇପାରେ।”

ସୂଚନାଯୋଗ୍ୟ, ମନ୍ନୀ ପାକ୍ୟୁଆଓ ମୋଟ ୬୬ଟି ପ୍ରତିଯୋଗିତା ଲଢିଛନ୍ତି। ସେଥିରୁ ସେ ୫୮ଟି ଜିତିଥିବା ବେଳେ ୬ଟିରେ ପରାଜିତ ହୋଇଛନ୍ତି ଓ ୨ଟି ଡ୍ର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story