ଡୋପ ଟେଷ୍ଟରେ ବିଫଳ ସାରାପୋଭାଙ୍କ ଅଲିମ୍ପିକ୍ସ ଆଶା ମଉଳିଲା

ବେଙ୍ଗାଲୁରୁ:ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ମାରିଆ ସାରାପୋଭାଙ୍କ ୨୦୧୬ ଅଲିମ୍ପିକ୍ସ ଖେଳିବା ଆଶା ଆଜି ଧୂଳିସାତ ହୋଇଛି। ଡୋପିଂରେ ବିଫଳ ହୋଇଥିବା ମାରିଆଙ୍କୁ ମିଳିଥିବା ୨ ବର୍ଷ ବାସନ୍ଦ ଆଦେଶ  ଉପରେ ଚଳିତ ମାସରେ କୋର୍ଟ ଅଫ୍‌ ଅର୍ବିଟ୍ରେସନ ଫର ସ୍ପୋର୍ଟ୍ସ ଡିସିସନ (ସିଏଏସ୍‌) ବସିବାକୁ ଥିଲା, କିନ୍ତୁ ଏହା ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ସିଏଏସ୍‌ ପକ୍ଷରୁ କୁହାଯାଇଛି,“ସିଏଏସର ଶେଷ ନିଷ୍ପତ୍ତି ନେଇ ଚଳିତ ବର୍ଷ ସେପ୍ଟେମ୍ବରରେ ମାରିଆ ସାରାପୋଭା ଓ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ରାଜି […]

Maria-Sharapova

Maria-Sharapova

Rakesh Mallick
  • Published: Monday, 11 July 2016
  • Updated: 11 July 2016, 05:57 PM IST

Sports

Latest News

ବେଙ୍ଗାଲୁରୁ:ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ମାରିଆ ସାରାପୋଭାଙ୍କ ୨୦୧୬ ଅଲିମ୍ପିକ୍ସ ଖେଳିବା ଆଶା ଆଜି ଧୂଳିସାତ ହୋଇଛି। ଡୋପିଂରେ ବିଫଳ ହୋଇଥିବା ମାରିଆଙ୍କୁ ମିଳିଥିବା ୨ ବର୍ଷ ବାସନ୍ଦ ଆଦେଶ  ଉପରେ ଚଳିତ ମାସରେ କୋର୍ଟ ଅଫ୍‌ ଅର୍ବିଟ୍ରେସନ ଫର ସ୍ପୋର୍ଟ୍ସ ଡିସିସନ (ସିଏଏସ୍‌) ବସିବାକୁ ଥିଲା, କିନ୍ତୁ ଏହା ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।

ସିଏଏସ୍‌ ପକ୍ଷରୁ କୁହାଯାଇଛି,“ସିଏଏସର ଶେଷ ନିଷ୍ପତ୍ତି ନେଇ ଚଳିତ ବର୍ଷ ସେପ୍ଟେମ୍ବରରେ ମାରିଆ ସାରାପୋଭା ଓ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ରାଜି ହୋଇଛନ୍ତି। ତେଣୁ ସେ ଅଲିମ୍ପିକ୍ସରେ ଭାଗ ନେବା ସମ୍ଭବ ନୁହେଁ।”

୨୯ ବର୍ଷୀୟ ରୁଷିଆର ଏହି ଟେନିସ ତାରକା ଜଣକ ଗତ ଜାନୁଆରୀରେ ଅଷ୍ଟ୍ରେଲିଆ ଓପନ ପୂର୍ବରୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଟେଷ୍ଟ ପରେ ତାଙ୍କ ରକ୍ତ ନମୂନାରୁ ମେଲୋଡ୍ରୋନ୍‌ ନାମକ ଏକ ପଦାର୍ଥ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story