ରିଓ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିପାରିଲେନି ମେରି କମ୍

ଆସ୍ଥାନା(କାଜାଖସ୍ତାନ): କାଜାଖସ୍ତାନର ଆସ୍ଥାନାରେ ଜାରିଥିବା ଏଆଇବିଏ ମହିଳା ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଛନ୍ତି ପାଞ୍ଚଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌। ଏହି ପରାଜୟ ସହ ତାଙ୍କ ରିଓ ଅଲିମ୍ପିକ୍‌ ଖେଳିବା ଆଶା ମଧ୍ୟ ଧୂଳିସାତ୍‌ ହୋଇଛି। ୫୧ କେଜି ବର୍ଗରେ ଭାଗ ନେଉଥିବା ମେରି କମ୍‌ ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାତେଇଥିଲେ। ସେ ଆଜି ଜର୍ମାନୀର ଅଜିଜେ ନିମାନିଙ୍କ ଠାରୁ ୦-୨ରେ ପରାଜିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁମାନେ ସେମିଫାଇନାଲ […]

marry-com

marry-com

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 12:00 PM IST

Sports

Latest News

ଆସ୍ଥାନା(କାଜାଖସ୍ତାନ): କାଜାଖସ୍ତାନର ଆସ୍ଥାନାରେ ଜାରିଥିବା ଏଆଇବିଏ ମହିଳା ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଛନ୍ତି ପାଞ୍ଚଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌। ଏହି ପରାଜୟ ସହ ତାଙ୍କ ରିଓ ଅଲିମ୍ପିକ୍‌ ଖେଳିବା ଆଶା ମଧ୍ୟ ଧୂଳିସାତ୍‌ ହୋଇଛି।

୫୧ କେଜି ବର୍ଗରେ ଭାଗ ନେଉଥିବା ମେରି କମ୍‌ ୨୦୧୨ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାତେଇଥିଲେ। ସେ ଆଜି ଜର୍ମାନୀର ଅଜିଜେ ନିମାନିଙ୍କ ଠାରୁ ୦-୨ରେ ପରାଜିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁମାନେ ସେମିଫାଇନାଲ ଖେଳିବେ ସେମାନେ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ଏହି ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ରେ ପ୍ରଥମରୁ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲେ ମେରି କମ୍ କିନ୍ତୁ ଶେଷ ଆଡକୁ ନିମାନି ତାଙ୍କୁ ଚାପରେ ପକାଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ହେଉଛି ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିବାକୁ ଶେଷ ଇଭେଣ୍ଟ। ଏଥିରେ ୫୧ କେଜି  ମହିଳା ବର୍ଗ, ୬୦ କେଜି ମହିଳା ବର୍ଗ ଓ ୭୫ କେଜି ମହିଳା ବର୍ଗରୁ ୧୨ ଜଣ ପ୍ରତିଯୋଗୀ ରିଓ ପାଇଁ ଟିକେଟ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story