ଆହତ ମାକ୍ସୱେଲ୍ ଆଇପିଏଲ୍‌ରୁ ବାଦ୍

ମୋହାଲି: ଆଘାତ ଜନିତ କାରଣରୁ ଅଷ୍ଟ୍ରେଲିଆର ଆଉ ଜଣେ କ୍ରିକେଟ୍‌ର ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି କିଙ୍ଗ୍ସ୍ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ୍। ସେ ସ୍ୱଦେଶ ଫେରି ଯାଇଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ପରାମର୍ଶ କ୍ରମେ ସେ ଫେରିଯାଇଛନ୍ତି। ଜୁନ୍‌ରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ତା’ପୂର୍ବରୁ ମାକ୍ସୱେଲଙ୍କୁ ଆରାମ ଦେବାକୁ ଚାହୁଁଛି କ୍ରିକେଟ୍ ଅଷ୍ଟ୍ରେଲିଆ। ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ନ ଥିବା ପଞ୍ଜାବ ଟିମ୍ ଆଉ ଦୁଇଟି ଲିଗ୍ ମ୍ୟାଚ୍ […]

maxwell

maxwell

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 11:33 AM IST

Sports

Latest News

maxwellମୋହାଲି: ଆଘାତ ଜନିତ କାରଣରୁ ଅଷ୍ଟ୍ରେଲିଆର ଆଉ ଜଣେ କ୍ରିକେଟ୍‌ର ଆଇପିଏଲ୍‌ରୁ ବାଦ୍ ପଡ଼ିଛନ୍ତି। ସେ ହେଉଛନ୍ତି କିଙ୍ଗ୍ସ୍ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିବା ଗ୍ଲେନ୍ ମାକ୍ସୱେଲ୍। ସେ ସ୍ୱଦେଶ ଫେରି ଯାଇଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆର ପରାମର୍ଶ କ୍ରମେ ସେ ଫେରିଯାଇଛନ୍ତି। ଜୁନ୍‌ରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ। ତା’ପୂର୍ବରୁ ମାକ୍ସୱେଲଙ୍କୁ ଆରାମ ଦେବାକୁ ଚାହୁଁଛି କ୍ରିକେଟ୍ ଅଷ୍ଟ୍ରେଲିଆ।

ଚଳିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ନ ଥିବା ପଞ୍ଜାବ ଟିମ୍ ଆଉ ଦୁଇଟି ଲିଗ୍ ମ୍ୟାଚ୍ ଖେଳିବ। ଦଳ ପ୍ଲେଅଫ୍ ରାଉଣ୍ଡକୁ ଯାଇପାରିବ ନାହିଁ। ଦଳ ଏଯାବତ ମୋଟ ୧୨ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହୋଇଥିବା ବେଳେ ୮ଟିରେ ପରାଜିତ ହୋଇଛି। ୮ ପଏଣ୍ଟ ସହିତ ଦଳ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି।

ଆଇପିଏଲ୍‌ର ଚଳିତ ସିଜିନ୍‌ରେ ମାକ୍ସୱେଲ୍ ୧୧ଟି ମ୍ୟାଚ୍‌ରୁ ମାତ୍ର ୧୭୯ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ଦୁଇଟି ଅର୍ଦ୍ଧଶତକ ରହିଛି।

ମାକ୍ସୱେଲ୍‌ଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ମିଚ୍ ମାର୍ଶ ଆହତ ଜନିତ କାରଣରୁ ଆଇପିଏଲ୍‌ ଅଧାରୁ ସ୍ୱଦେଶ ଫେରି ଯାଇଥିଲେ। ଏ ଦୁହେଁ ରାଇଜିଙ୍ଗ୍ ପୁନେ ସୁପରଜାଏଣ୍ଟସ ତରଫରୁ ଖେଳୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story