କ୍ୟାରିବିଆନ୍‌ ଟ୍ରାଇସିରିଜ୍‌ ପାଇଁ ମ୍ୟାକ୍ସୱେଲ୍‌ ଫିଟ୍‌

ମେଲ୍‌ବୋର୍ଣ୍ଣ: ଆଇପିଏଲ୍‌ରେ ଆହତ ହୋଇଥିବା ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିବେ ଆଗାମୀ କ୍ୟାରିବିଆନ୍‌ ଟ୍ରାଇସିରିଜ୍‌। ସେ ସୁସ୍ଥ ଥିବା ଆଜି ସୂଚନା ଦେଇଛନ୍ତି। ମେ’୧୫ରେ ପଞ୍ଜାବ କ୍ରିକେଟ ଆସୋସିଏସନ୍‌ରେ ହାଇଦ୍ରାବାଦ ପଞ୍ଜାବ ଠାରୁ ୭ ୱିକେଟରେ ପରାଜିତ ହୋଇଥିଲା। ଏଥିରେ ତାଙ୍କ ତଳିପେଟରେ ଗୁରୁତର ଆଘାତ ଲାଗିଥିବାରୁ ସେ ଦଳରୁ ବାଦ୍‌ ପଡିଥିଲେ। ସେ କହିଛନ୍ତି,“ତଳିପେଟରେ ଆଘାତ ଆଘାତ କାରଣରୁ କ୍ୟାରିବିଆନ୍‌ ଟ୍ରାଇସିରିଜ୍‌କୁ ଦୃଷ୍ଟିରେ ରଖି ମତେ ଆଇପିଏଲ୍‌ ଅଧାରୁ ଦଳ ଛାଡି ସ୍ୱଦେଶକୁ ଫେରିବାକୁ ପଡିଥିଲା।” ଏହି […]

11Maxwell

11Maxwell

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 01:19 PM IST

Sports

Latest News

ମେଲ୍‌ବୋର୍ଣ୍ଣ: ଆଇପିଏଲ୍‌ରେ ଆହତ ହୋଇଥିବା ଗ୍ଲେନ୍‌ ମ୍ୟାକ୍ସୱେଲ ଖେଳିବେ ଆଗାମୀ କ୍ୟାରିବିଆନ୍‌ ଟ୍ରାଇସିରିଜ୍‌। ସେ ସୁସ୍ଥ ଥିବା ଆଜି ସୂଚନା ଦେଇଛନ୍ତି। ମେ’୧୫ରେ ପଞ୍ଜାବ କ୍ରିକେଟ ଆସୋସିଏସନ୍‌ରେ ହାଇଦ୍ରାବାଦ ପଞ୍ଜାବ ଠାରୁ ୭ ୱିକେଟରେ ପରାଜିତ ହୋଇଥିଲା। ଏଥିରେ ତାଙ୍କ ତଳିପେଟରେ ଗୁରୁତର ଆଘାତ ଲାଗିଥିବାରୁ ସେ ଦଳରୁ ବାଦ୍‌ ପଡିଥିଲେ।

ସେ କହିଛନ୍ତି,“ତଳିପେଟରେ ଆଘାତ ଆଘାତ କାରଣରୁ କ୍ୟାରିବିଆନ୍‌ ଟ୍ରାଇସିରିଜ୍‌କୁ ଦୃଷ୍ଟିରେ ରଖି ମତେ ଆଇପିଏଲ୍‌ ଅଧାରୁ ଦଳ ଛାଡି ସ୍ୱଦେଶକୁ ଫେରିବାକୁ ପଡିଥିଲା।”

ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଭାଗ ନେବେ। ଏହା ୧୦ ଦିନ ଧରି ୱେଷ୍ଟ ଇଣ୍ଡିଜ୍‌ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story