ନୂଆଦିଲ୍ଲୀ:ରିଓ ଅଲିମ୍ପିକ୍ସ ପାଇଁ ଏମ୍ସି ମେରି କମ୍ ଯୋଗ୍ୟତା ଅର୍ଜନ କରି ନ ଥିଲେ ମଧ୍ୟ ତାଙ୍କର ଅଲିମ୍ପିକ୍ ଖେଳିବା ଆଶା ଉଜ୍ଜିବୀତ ରହିଛି। ୱାଇଲ୍ଡକାର୍ଡ ମାଧ୍ୟମରେ ଭାରତ ତାଙ୍କୁ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପାଇଁ ଭାଗ ନେବାକୁ ସୁଯୋଗ ଦେବ।
ଗତମାସରେ ଏଆଇବିଏ ମହିଳା ବିଶ୍ୱ ଚାମ୍ପିଅନ୍ସିପ୍ର ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଥିଲେ ପାଞ୍ଚଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ଏମ୍ସି ମେରି କମ୍ । ଏହି ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ଯାଏ ଯାଇଥିଲେ ସେ ରିଓ ଅଲିମ୍ପିକ୍ ୫୧ କେଜି ମହିଳା ବର୍ଗରେ ଯୋଗ୍ୟତା ହାସଲ କରିପାରି ଥାନ୍ତେ।
ବକ୍ସିଂ ଇଣ୍ଡିଆ ଅଧିନରେ ଥିବା ଏଡି-ଏଚ୍ଓସି କମିଟିର ଅଧ୍ୟକ୍ଷ କିଶନ୍ ନାର୍ସି କହିଛନ୍ତି,“ସେ ଜଣେ ଭଲ ଆଥ୍ଲେଟ୍, ତାଙ୍କର କ୍ରୀଡାପ୍ରତି ଅବଦାନକୁ ଭୂଲି ହେବ ନାହିଁ। ତେଣୁ ଆମେ ତାଙ୍କ ପାଇଁ ୱାଇଲ୍ଡକାର୍ଡକୁ ବ୍ୟବହାର କରି ତାଙ୍କୁ ଅଲିମ୍ପିକ୍କୁ ପଠାଇବାକୁ ଅନୁମତି ଲୋଡିବୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।