ଅଲିମ୍ପିକ୍‌ ଆଶା ଉଜ୍ଜିବୀତ, ୱାଇଲ୍ଡକାର୍ଡରେ ରିଓ ଯାଇପାରନ୍ତି ମେରି କମ୍‌

ନୂଆଦିଲ୍ଲୀ:ରିଓ ଅଲିମ୍ପିକ୍ସ ପାଇଁ ଏମ୍‌ସି ମେରି କମ୍‌ ଯୋଗ୍ୟତା ଅର୍ଜନ କରି ନ ଥିଲେ ମଧ୍ୟ ତାଙ୍କର ଅଲିମ୍ପିକ୍‌ ଖେଳିବା ଆଶା ଉଜ୍ଜିବୀତ ରହିଛି। ୱାଇଲ୍ଡକାର୍ଡ ମାଧ୍ୟମରେ ଭାରତ ତାଙ୍କୁ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପାଇଁ ଭାଗ ନେବାକୁ ସୁଯୋଗ ଦେବ। ଗତମାସରେ ଏଆଇବିଏ ମହିଳା ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଥିଲେ ପାଞ୍ଚଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌ । ଏହି ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ଯାଏ […]

mc marry com

mc marry com

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 01:10 PM IST

ନୂଆଦିଲ୍ଲୀ:ରିଓ ଅଲିମ୍ପିକ୍ସ ପାଇଁ ଏମ୍‌ସି ମେରି କମ୍‌ ଯୋଗ୍ୟତା ଅର୍ଜନ କରି ନ ଥିଲେ ମଧ୍ୟ ତାଙ୍କର ଅଲିମ୍ପିକ୍‌ ଖେଳିବା ଆଶା ଉଜ୍ଜିବୀତ ରହିଛି। ୱାଇଲ୍ଡକାର୍ଡ ମାଧ୍ୟମରେ ଭାରତ ତାଙ୍କୁ ଅଗଷ୍ଟ ୫ରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍ସ ପାଇଁ ଭାଗ ନେବାକୁ ସୁଯୋଗ ଦେବ।

ଗତମାସରେ ଏଆଇବିଏ ମହିଳା ବିଶ୍ୱ ଚାମ୍ପିଅନ୍‌ସିପ୍‌ର ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଥିଲେ ପାଞ୍ଚଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏମ୍‌ସି ମେରି କମ୍‌ । ଏହି ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ ଯାଏ ଯାଇଥିଲେ ସେ ରିଓ ଅଲିମ୍ପିକ୍‌ ୫୧ କେଜି ମହିଳା ବର୍ଗରେ ଯୋଗ୍ୟତା ହାସଲ କରିପାରି ଥାନ୍ତେ।

ବକ୍ସିଂ ଇଣ୍ଡିଆ ଅଧିନରେ ଥିବା ଏଡି-ଏଚ୍‌ଓସି କମିଟିର ଅଧ୍ୟକ୍ଷ କିଶନ୍‌ ନାର୍ସି କହିଛନ୍ତି,“ସେ ଜଣେ ଭଲ ଆଥ୍‌ଲେଟ୍‌, ତାଙ୍କର କ୍ରୀଡାପ୍ରତି ଅବଦାନକୁ ଭୂଲି ହେବ ନାହିଁ। ତେଣୁ ଆମେ ତାଙ୍କ ପାଇଁ ୱାଇଲ୍ଡକାର୍ଡକୁ ବ୍ୟବହାର କରି ତାଙ୍କୁ ଅଲିମ୍ପିକ୍‌କୁ ପଠାଇବାକୁ ଅନୁମତି ଲୋଡିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story