ଅଲିମ୍ପିକ୍‌ରେ ମେଡାଲ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବି: ଦୂତି

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିବା ପରେ ଆଜି ସ୍ୱଦେଶ ଫେରିଛନ୍ତି ଧାବିକା ଦୂତି ଚାନ୍ଦ। ଆଜି ସକାଳେ କାଜାକସ୍ତାନରୁ ଆସି ଦୂତି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ  ସେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ଦୂତି ଚାନ୍ଦ କହିଛନ୍ତି,“ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ମୁଁ ଅଲିମ୍ପିକ୍‌ ଟିକେଟ୍ ପାଇ ପାରିଛି। ଦୀର୍ଘ ୧୪ ବର୍ଷ ଧରି ଯେଉଁ ସ୍ୱପ୍ନ ଦେଖିଥିଲି ତାହା ପୂରଣ କରିଛି। ଅଲିମ୍ପିକ୍ […]

duti

duti

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 02:35 PM IST

Sports

Latest News

dutiiନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିବା ପରେ ଆଜି ସ୍ୱଦେଶ ଫେରିଛନ୍ତି ଧାବିକା ଦୂତି ଚାନ୍ଦ। ଆଜି ସକାଳେ କାଜାକସ୍ତାନରୁ ଆସି ଦୂତି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ  ସେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି।

ଦୂତି ଚାନ୍ଦ କହିଛନ୍ତି,“ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ମୁଁ ଅଲିମ୍ପିକ୍‌ ଟିକେଟ୍ ପାଇ ପାରିଛି। ଦୀର୍ଘ ୧୪ ବର୍ଷ ଧରି ଯେଉଁ ସ୍ୱପ୍ନ ଦେଖିଥିଲି ତାହା ପୂରଣ କରିଛି। ଅଲିମ୍ପିକ୍ ଟିକେଟ୍ ପାଇବା ପାଇଁ ମୋତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ମୁଁ’ ଆଶା ରଖିଛି ଅଲିମ୍ପିକ୍‌ରେ ମେଡାଲ୍‌ ନେଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବି। ଯେହେତୁ ମୋ ବୟସ ୨୦ ବର୍ଷ ହୋଇଛି, ଆଉ ୧୦ ବର୍ଷ ମୁଁ ଖେଳି ପାରିବି। ଏହାମଧ୍ୟରେ ଆଉ ଦୁଇରୁ ତିନୋଟି ଅଲିମ୍ପିକ୍‌ ଆସିବ। ଏଥିରେ ମଧ୍ୟ ଭଲ ପ୍ରଦର୍ଶନ କରି ମେଡାଲ୍ ଆଣି ପାରିବି ବୋଲି ମୁଁ ଆଶା ରଖିଛି।”

ସେ କହିଛନ୍ତି, “ମୋ’ ସଫଳତାର ଶ୍ରେୟ ପ୍ରଥମେ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଦେବି। ପିଲାଟି ବେଳୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସେ ମୋତେ ଖେଳ ବିଷୟରେ ଶିଖାଇଛନ୍ତି। ବିଶେଷ କରି ମୋ କୋଚ୍ ସବୁ କ୍ଷେତ୍ରରେ ମୋତେ ସହଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ମୁଁ ଅଲିମ୍ପିକ୍‌ କ୍ୱାଲିଫାଏ  ପାଇଁ ଅଭ୍ୟାସ କରୁଥିଲି। ହାତରେ ଆଉ ମାସେ ସମୟ ଥିବାରୁ  ପୂର୍ବରୁ ଯାହା ଅଭ୍ୟାସ କରୁଥିଲି ତାହା ଜାରି ରହିବ। ଅଲିମ୍ପିକ୍‌ରେ ମେଡାଲ ନେବା ସହଜ ନୁହଁ । ତଥାପି ମୁଁ’ ଫାଇନାଲ୍ ପର୍ଯ୍ୟନ୍ତ  ଯିବା ପାଇଁ ଆଶା ରଖିଛି। ଏବେ ହାଇଦ୍ରାବାଦରେ ରହି ମୋ’ ଟ୍ରେନିଂ ଜାରି ରଖିବି।”

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ କାଜାକସ୍ତାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦୦ ମିଟର ରେସ୍‌କୁ ୧୧.୩୦ ସେକେଣ୍ଡରେ ଅତିକ୍ରମ କରି ଦୂତି ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story