ମୋଇନ ଓ ରସିଦଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ ନାହୁଁ: ଇସିବି

ଲଣ୍ଡନ: ପାକିସ୍ତାନ ଜନ୍ମିତ ମୋଇନ ଅଲ୍ଲୀ ଏବଂ ଆଦିଲ ରସିଦଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ ନାହୁଁ ବୋଲି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ସୁରକ୍ଷା ପରମାର୍ଶଦାତା ରେଗ୍‌ ଡିକସନ ଆଜି କହିଛନ୍ତି। ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଇଂଲଣ୍ଡ ଟିମ୍‌ର ଏହି ଦୁଇ ଖେଳାଳିଙ୍କ ଭାରତ ଗସ୍ତକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ୫ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସୁଥିବା […]

ecb

ecb

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 07:14 PM IST

Sports

Latest News

ଲଣ୍ଡନ: ପାକିସ୍ତାନ ଜନ୍ମିତ ମୋଇନ ଅଲ୍ଲୀ ଏବଂ ଆଦିଲ ରସିଦଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ ନାହୁଁ ବୋଲି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ସୁରକ୍ଷା ପରମାର୍ଶଦାତା ରେଗ୍‌ ଡିକସନ ଆଜି କହିଛନ୍ତି। ଉରୀ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଇଂଲଣ୍ଡ ଟିମ୍‌ର ଏହି ଦୁଇ ଖେଳାଳିଙ୍କ ଭାରତ ଗସ୍ତକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା। ୫ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସୁଥିବା ଇଂଲଣ୍ଡ ଟିମ୍‌ରେ ଏମାନେ ସଦସ୍ୟ ଅଛନ୍ତି।

ଆମେ ଦୁଇ ଖେଳାଳିଙ୍କ ସୁରକ୍ଷାକୁ ନେଇ ସନ୍ତୁଷ୍ଟ ଅଛୁ ବୋଲି ଡିକସନ୍‌ କହିଛନ୍ତି।

ପାକିସ୍ତାନ ଅମ୍ପେୟାର ଆଲିମ୍‌ ଦାର ସୁରକ୍ଷା କାରଣରୁ ଭାରତ-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା ପରିଚାଳନା କରିବାରୁ ଓହରି ଯାଇଥିବା ଖରବ ପ୍ରକାଶ ପାଇଥିଲା। ତେବେ ଏପରି ଖବରକୁ ଆଇସିସି ପକ୍ଷରୁ ଖଣ୍ଡନ କରାଯାଇଛି। ଆଲିମ୍‌ ଦାରଙ୍କୁ ଏହି ସିରିଜ ପାଇଁ ନିଯୁକ୍ତି ଦିଆଯାଇ ନ ଥିଲା। ତାଙ୍କୁ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ନିଯୁକ୍ତି ଦିଆଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story