ବିଲ ଭିତରେ ଖାଲି ପାଦରେ ଦୌଡ଼ିଲେ ମହମ୍ମଦ ଶାମି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। ଏହି ସମୟରେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍‌ ରଖିବା ପାଇଁ କିଛି ନା କିଛି କରିଚାଲିଛନ୍ତି। କିନ୍ତୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ନିଜ ଫିଟ୍ ରଖିବା ପାଇଁ ଦେଶୀ ଉପାୟ ଆପଣାଇଛନ୍ତି। ୨୯ ବର୍ଷୀୟ ଶାମି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ବିଲ କଡ଼ରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ତେବେ ବଡ଼ କଥା ହେଉଛି ଶାମି […]

shami

shami

Ranjit Kumar Jena
  • Published: Friday, 24 April 2020
  • Updated: 24 April 2020, 04:45 PM IST

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତୀୟ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। ଏହି ସମୟରେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍‌ ରଖିବା ପାଇଁ କିଛି ନା କିଛି କରିଚାଲିଛନ୍ତି। କିନ୍ତୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ନିଜ ଫିଟ୍ ରଖିବା ପାଇଁ ଦେଶୀ ଉପାୟ ଆପଣାଇଛନ୍ତି।

୨୯ ବର୍ଷୀୟ ଶାମି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ତାଙ୍କୁ ବିଲ କଡ଼ରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି। ତେବେ ବଡ଼ କଥା ହେଉଛି ଶାମି ଖାଲି ପାଦରେ ଦୌଡ଼ୁଛନ୍ତି। କେବଳ ଏତିକି ନୁହେଁ, ସେ ଯେଉଁଠାରେ ଦୌଡ଼ୁଛନ୍ତି, ସେଠାରେ ହଳ କରାଯାଇଛି। ଏଥିପାଇଁ ସେ ଯେତେବେଳେ ଦୌଡ଼ୁଛନ୍ତି, ତାଙ୍କ ପାଦ ମାଟି ଭିତରେ ପଶିଯାଉଛି।

View this post on Instagram

Dont stress. Do your best #TeamIndia

A post shared by Mohammad Shami , محمد الشامي (@mdshami.11) on

ଉତ୍ତର ପ୍ରଦେଶରେ ରହୁଥିବା ଶାମି ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, "ଚାପରେ ରୁହନ୍ତୁ ନାହିଁ। ନିଜର ସର୍ବଶ୍ରେଷ୍ଠ ଦେବାକୁ ପ୍ରୟାସ କରନ୍ତୁ।" ଶାମି ଏହି ପୋଷ୍ଟକୁ ଟିମ୍ ଇଣ୍ଡିଆକୁ ଟ୍ୟାଗ୍ କରିଛନ୍ତି ଏବଂ ଏହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଶାମି ଭାରତ ପକ୍ଷରୁ ୪୯ ଟେଷ୍ଟ, ୭୭ ଦିନିକିଆ ଓ ୧୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୧୮୦, ଦିନିକିଆରେ ୧୪୪ ଏବଂ ଟି-୨୦ରେ ୧୨ ୱିକେଟ୍ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story