ଧୋନିଙ୍କ ଫିନିଶର ଭୂମିକାକୁ ନେଇ ବଡ଼ ବୟାନ ଦେଲେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ

ଦୁବାଇ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ ଖେଳୁ ନଥିବା ବିଶ୍ୱର ଶ୍ରେଷ୍ଠ ଫିନିଶର ମାନ୍ୟତା ପାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବଡ଼ କଥା ସାମ୍ନାକୁ ଆସିଛି। ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର। ପ୍ରତିଟି ଟିମ୍‌ ସୀମିତ ଓଭର କ୍ରିକେଟରେ ଧୋନିଙ୍କ ଭଳି ଜଣେ ଫିନିଶରଙ୍କୁ ଚାହେଁ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ମାର୍ଚ୍ଚ ୧୩ରୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ଦିନିକିଆ ସିରିଜ୍‌ […]

ed

ed

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 04:26 PM IST

Sports

Latest News

ଦୁବାଇ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ ଖେଳୁ ନଥିବା ବିଶ୍ୱର ଶ୍ରେଷ୍ଠ ଫିନିଶର ମାନ୍ୟତା ପାଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କରେ ବଡ଼ କଥା ସାମ୍ନାକୁ ଆସିଛି। ଧୋନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର।

ପ୍ରତିଟି ଟିମ୍‌ ସୀମିତ ଓଭର କ୍ରିକେଟରେ ଧୋନିଙ୍କ ଭଳି ଜଣେ ଫିନିଶରଙ୍କୁ ଚାହେଁ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ମାର୍ଚ୍ଚ ୧୩ରୁ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ। ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ପାଇଁ କିଏ ଫିନିଶର ଭୂମିକା ନିର୍ବାହ କରୁଛି, ତା’ହା ଉପରେ ଲାଙ୍ଗର ନଜର ରଖିବେ ବୋଲି ମଧ୍ୟ କହିଛନ୍ତି।

ଏକ ସାକ୍ଷାତକାରରେ ଲାଙ୍ଗର କହିଛନ୍ତି, “ଆମେ ବହୁତ ଭାଗ୍ୟବାନ ଥିଲୁ ଯେ ଆମ ଦଳରେ ମାଇକ ହସି ଓ ମାଇକେଲ ବିଭାନଙ୍କ ଭଳି ଫିନିଶର ରହିଥିଲେ। ଭାରତ ପାଇଁ ମହେନ୍ଦ୍ର ସିଂହ ଧୋନି ଏହି କାମ କରୁଥିଲେ। ଫିନିଶର ଭାବେ ଧୋନି ଜଣେ ମାଷ୍ଟର। ଇଂଲଣ୍ଡ ପାଇଁ ଜୋଶ ବଟଲର ଚମତ୍କାର ଖେଳ ଖେଳୁଛନ୍ତି। ମୁଁ ଯାହା ଭାବୁଛି ବା ଶିଖିଛି ଏବେ ସମସ୍ତ ଟିମ୍‌ ଏମାନଙ୍କ ଭଳି ଶ୍ରେଷ୍ଠ ଫିନିଶରଙ୍କୁ ଟିମ୍‌ରେ ରଖିବାକୁ ଚାହୁଁଛନ୍ତି।”

ନିକଟରେ ଅଷ୍ଟ୍ରେଲିଆ ୩-୦ରେ ଦକ୍ଷିଣ ଆଫ୍ରିକାଠାରୁ ଦିନିକିଆ ସିରିଜ ହାରିଥିଲା। ଅଷ୍ଟ୍ରେଲିଆ ପାଇଁ କେହି ବି ମ୍ୟାଚ୍‌ ଫିନିଶ କରିବାର କ୍ଷମତା ରଖି ନଥିଲେ। ତେଣୁ ନ୍ୟୁଜିଲ୍ୟାଣ୍ତ ସିରିଜ ପୂର୍ବରୁ ଦଳକୁ ଏହା ଉପରେ ଗୁରୁତ୍ୱ ଦେବାକୁ ଲାଙ୍ଗର ପରୋକ୍ଷରେ ଚେତାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story