ସରିଲା ନାଲ୍‌କୋ ଓପନ୍ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମ୍‌ରେ ତିନି ଦିନ ଧରି ଚାଲିଥିବା ଅଲ୍ ଓଡ଼ିଶା ନାଲକୋ ଓପନ୍ ଟେନିସ୍ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୨ବର୍ଷରୁ କମ୍ ବାଳକ ବର୍ଗରେ ଦେବାଶିଷ ସାହୁ, ୧୬ବର୍ଷରୁ କମ୍ ବାଳକ ବର୍ଗରେ ଅଭିଷେକ ମହାପାତ୍ର ଓ ୧୪ବର୍ଷରୁ କମ୍ ବାଳିକା ବର୍ଗରେ ଦୀକ୍ଷା ରାଉତ ଚାମ୍ପିଅନ୍ ହୋଇଛନ୍ତି। ସେହିପରି ମହିଳା ଏକକ ବର୍ଗରେ ଭାର୍ଗବୀ କାଲଗା ଓ ପୁରୁଷ ଏକକ ବର୍ଗରେ ଅଶୁଂ ଭୂୟାଁ ଚାମ୍ପିଅନ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ […]

nalco

nalco

Jitendra Garnayak
  • Published: Wednesday, 26 December 2018
  • Updated: 26 December 2018, 09:32 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମ୍‌ରେ ତିନି ଦିନ ଧରି ଚାଲିଥିବା ଅଲ୍ ଓଡ଼ିଶା ନାଲକୋ ଓପନ୍ ଟେନିସ୍ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୨ବର୍ଷରୁ କମ୍ ବାଳକ ବର୍ଗରେ ଦେବାଶିଷ ସାହୁ, ୧୬ବର୍ଷରୁ କମ୍ ବାଳକ ବର୍ଗରେ ଅଭିଷେକ ମହାପାତ୍ର ଓ ୧୪ବର୍ଷରୁ କମ୍ ବାଳିକା ବର୍ଗରେ ଦୀକ୍ଷା ରାଉତ ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଏକକ ବର୍ଗରେ ଭାର୍ଗବୀ କାଲଗା ଓ ପୁରୁଷ ଏକକ ବର୍ଗରେ ଅଶୁଂ ଭୂୟାଁ ଚାମ୍ପିଅନ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ କବିର ହଂସ ଏବଂ ଜୟ ନିଶାଙ୍କ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।

୪୦ବର୍ଷରୁ ଊର୍ଦ୍ଧ୍ୱ ଭେଟାରନ୍‌ ଡବଲ୍ସରେ ବିବେକ ତିବରଓ୍ୱାଲ ଓ ପ୍ରଶାନ୍ତ ପାତ୍ର, ୫୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଇଭେଣ୍ଟେରେ ଚୋଇ ଜେ.ଏଚ୍. ଏବଂ ସରୋଜ କୁମାର ଦାଶ ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଜେ. ଗନ୍ତା ଓ ପ୍ରମୋଜ କୁମାର ପଟ୍ଟନାୟକ ଯୋଡ଼ି ଚମ୍ପିଅନ୍ ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ନାଲୋକ ସିଏମ୍‌ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story