ଇତିହାସ ରଚିଲେ ନୀରଜ, ଭାରତକୁ ଦେଲେ ଅଷ୍ଟମ ସ୍ୱର୍ଣ୍ଣ

ଜାକର୍ତ୍ତା(ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍ସର ୯ ଦିନରେ ଚମକିଛନ୍ତି ଭାରତୀୟ ଷ୍ଟାର୍‌ ଆଥଲେଟ୍‌ ନୀରଜ ଚୋପ୍ରା।  ଜାଭେଲିନ୍‌ ଥ୍ରୋରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେ ୮୮.୦୬ ମିଟର ଦୂରତାକୁ ଜାଭେଲିନ୍‌ କ୍ଷେପଣ କରି ନିଜ ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିବା ସହ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ଏସିଆନ୍‌ ଗେମ୍ସର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ। ଦେଶ ପାଇଁ […]

aaaa

aaaa

Hemant Lenka
  • Published: Monday, 27 August 2018
  • Updated: 27 August 2018, 05:12 PM IST

ଜାକର୍ତ୍ତା(ଓଡ଼ିଶା ରିପୋର୍ଟର): ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍ସର ୯ ଦିନରେ ଚମକିଛନ୍ତି ଭାରତୀୟ ଷ୍ଟାର୍‌ ଆଥଲେଟ୍‌ ନୀରଜ ଚୋପ୍ରା।  ଜାଭେଲିନ୍‌ ଥ୍ରୋରେ ନୀରଜ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେ ୮୮.୦୬ ମିଟର ଦୂରତାକୁ ଜାଭେଲିନ୍‌ କ୍ଷେପଣ କରି ନିଜ ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିବା ସହ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି।

ଏସିଆନ୍‌ ଗେମ୍ସର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ। ଦେଶ ପାଇଁ ଶେଷଥର ଗୁରଜିତ ସିଂହ ୧୯୮୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।

ପୂର୍ବରୁ ଦୋହାଠାରେ ଚାଲିଥିବା ଡାଇମଣ୍ଡ ଲିଗ୍‌ରେ ୮୭.୪୩ ଦୂରକୁ ଜାଭେଲିନ୍‌ ଫୋପାଡ଼ି ନୀରଜ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

ଅନ୍ୟପକ୍ଷରେ  ନୀନା ଭରକିଲ୍‌ ଲଙ୍ଗ ଜମ୍ପ୍‌ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସେ ୬.୫୧ ମିଟିର ଦୂରତାକୁ ଜମ୍ପ୍‌ ମାରି ଏହି ପଦକ ପାଇଛନ୍ତି। ଏହି ଇଭେଣ୍ଟ୍‌ରେ ଭିଏତନାମର ଥି ଥୁଇ ଥାଓ ଭୁଇ ୬.୫୫ ମିଟର ଦୂରତାକୁ ଜମ୍ପ୍‌ ମାରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

[caption id="attachment_268406" align="aligncenter" width="952"] ଲଙ୍ଗ୍‌ଜମ୍ପର୍‌ ନୀନା[/caption]

ଜାଭେଲିନ୍‌ ଓ ଲଙ୍ଗ ଜମ୍ପ୍‌ରେ ସଫଳତା ପରେ ଭାରତର ପଦକ ସଂଖ୍ୟା ୪୧ରେ ପହଞ୍ଚିଛି। ଏଥିରେ ୮ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story