ନେହେରାଙ୍କ ଅନୁପସ୍ଥିତି ଆମକୁ କଷ୍ଟ ଦେବ: ମୋରଗାନ୍‌

ରାୟପୁର: “ଫାଷ୍ଟ ବୋଲର ଆଶିଷ ନେହେରାଙ୍କ ଅନୁପସ୍ଥିତି ଆମକୁ କଷ୍ଟ ଦେବ। ତାଙ୍କ ଅନୁପସ୍ଥିତି ଯୋଗୁଁ ଆମେ ଦିଲ୍ଲୀଠାରୁ ପରାଜିତ ହେଲୁ।” ଶନିବାର ଏହା କହିଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍‌ ଇୟୋନ୍‌ ମୋରଗାନ୍‌। ସେ କହିଛନ୍ତି,“ନେହେରା ଚଳିତ ଆଇପିଏଲ୍‌ ସିଜିନ୍‌ରେ ଭଲ ଲାଇନ୍‌ ଓ ଲେଙ୍ଗଥ ଯୋଗୁଁ ଦଳ ପାଇଁ ବିଜୟ ଆଣୁଥିଲେ। ସେ ବାଙ୍ଗାଲୋରରେ ଏକ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ଆହତ କାରଣରୁ ବାଦ୍‌ ପଡିବା ଦଳ ପାଇଁ ଚିନ୍ତାର କାରଣ […]

ashish-nehra

ashish-nehra

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 11:02 AM IST

Sports

Latest News

ରାୟପୁର: “ଫାଷ୍ଟ ବୋଲର ଆଶିଷ ନେହେରାଙ୍କ ଅନୁପସ୍ଥିତି ଆମକୁ କଷ୍ଟ ଦେବ। ତାଙ୍କ ଅନୁପସ୍ଥିତି ଯୋଗୁଁ ଆମେ ଦିଲ୍ଲୀଠାରୁ ପରାଜିତ ହେଲୁ।” ଶନିବାର ଏହା କହିଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍‌ ଇୟୋନ୍‌ ମୋରଗାନ୍‌।

ସେ କହିଛନ୍ତି,“ନେହେରା ଚଳିତ ଆଇପିଏଲ୍‌ ସିଜିନ୍‌ରେ ଭଲ ଲାଇନ୍‌ ଓ ଲେଙ୍ଗଥ ଯୋଗୁଁ ଦଳ ପାଇଁ ବିଜୟ ଆଣୁଥିଲେ। ସେ ବାଙ୍ଗାଲୋରରେ ଏକ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏହାପରେ ଆହତ କାରଣରୁ ବାଦ୍‌ ପଡିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଦଳରେ ତାଙ୍କ ସ୍ଥାନ ପୂରଣ କରିବାକୁ ସେମିତି କେହି ଭଲ ଫାଷ୍ଟ ବୋଲର ନ ଥିବାରୁ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ତାଙ୍କ ସ୍ଥାନ ନ ନେଇ ପାରିଲେ ମଧ୍ୟ ବରିନ୍ଦର ଶ୍ରାନ୍‌ ଦଳ ପାଇଁ ବହୁତ କିଛି କରୁଛନ୍ତି। ସେ ଗତ ମ୍ୟାଚ୍‌ରେ ଭଲ ବୋଲିଂ କରି ୱିକେଟ ନେଇ ଦଳକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇଥିଲେ।”

ଗତକାଲି ଶହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହାଇଦ୍ରାବାଦ ଦିଲ୍ଲୀଠାରୁ ୬ ୱିକେଟରେ ପରାଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story