ଖେଳାଳିଙ୍କ ମୂଲ୍ୟ ୧ ହଜାର ୬୩୬ କୋଟି ୭୫ ଲକ୍ଷ ୪୫ ହଜାର ୮୬୧ ଟଙ୍କା

ଭାରତରେ ସିନା ଖାଲି କ୍ରିକେଟ କ୍ରେଜ୍‌, ପାଶ୍ଚାତ୍ୟରେ କିନ୍ତୁ ଫୁଟବଲ ଓ ବକ୍ସିଂ ରହିଛି ଜବରଦସ୍ତ କ୍ରେଜ। ସମସ୍ତେ ଜାଣନ୍ତି ଫୁଟବଲ୍ ଓ ବକ୍ସିଂ ପ୍ରତିଯୋଗିତାରୁ ଖେଳାଳି କୋଟି କୋଟି ଟଙ୍କ। ଆୟ କରିଥାନ୍ତି। ଏପରିକି ବିଭିନ୍ନ ଫୁଟବଲ୍ କ୍ଳବ୍ ପାଇଁ ଖେଳୁଥିବା ଖେଳାଳିଙ୍କ ଆୟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ। ଏଣୁ ଯେଉଁ ଫୁଟବଲ୍ କ୍ଲବ ଅଧିକ ଅର୍ଥ ଦେଇଥାଏ ଖେଳାଳି ସେହି କ୍ଲବ୍‌ ପକ୍ଷରୁ ଖେଳିବାକୁ ପସନ୍ଦ କରିଥାନ୍ତି। ସେହିଭଳି ଜଣେ ଫୁଟବଲର […]

Barcelona's Neymar celebrates a goal against Sevilla during their Spanish first division soccer match at Camp Nou stadium in Barcelona

Rakesh Mallick
  • Published: Friday, 21 July 2017
  • Updated: 22 July 2017, 11:28 AM IST

Sports

Latest News

ଭାରତରେ ସିନା ଖାଲି କ୍ରିକେଟ କ୍ରେଜ୍‌, ପାଶ୍ଚାତ୍ୟରେ କିନ୍ତୁ ଫୁଟବଲ ଓ ବକ୍ସିଂ ରହିଛି ଜବରଦସ୍ତ କ୍ରେଜ। ସମସ୍ତେ ଜାଣନ୍ତି ଫୁଟବଲ୍ ଓ ବକ୍ସିଂ ପ୍ରତିଯୋଗିତାରୁ ଖେଳାଳି କୋଟି କୋଟି ଟଙ୍କ। ଆୟ କରିଥାନ୍ତି। ଏପରିକି ବିଭିନ୍ନ ଫୁଟବଲ୍ କ୍ଳବ୍ ପାଇଁ ଖେଳୁଥିବା ଖେଳାଳିଙ୍କ ଆୟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ। ଏଣୁ ଯେଉଁ ଫୁଟବଲ୍ କ୍ଲବ ଅଧିକ ଅର୍ଥ ଦେଇଥାଏ ଖେଳାଳି ସେହି କ୍ଲବ୍‌ ପକ୍ଷରୁ ଖେଳିବାକୁ ପସନ୍ଦ କରିଥାନ୍ତି। ସେହିଭଳି ଜଣେ ଫୁଟବଲର ହେଲେ ବ୍ରାଜିଲର୍ ନେମାର।ଗତବର୍ଷ ବାର୍ସେଲୋନା ପକ୍ଷରୁ ଖେଳୁଥିବା ନେମାରଙ୍କୁ ଏଥର ଫ୍ରାନସ୍‌ର ଫୁଟବଲ୍ କ୍ଲବ୍ ପ୍ୟାରିସ ସେଣ୍ଟ ଜର୍ମାନ ଫୁଟବଲ୍ କ୍ଲବ ପକ୍ଷରୁ ଖେଳିବାର ଦେଖିବାକୁ ପାଇବେ ଦର୍ଶକ। ନେମାରଙ୍କୁ ୧୯୬ ମିଲିୟନ ପାଉଣ୍ଡ ଦେଇ ନିଜ କ୍ଲବ୍‌ରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛି ପ୍ୟାରିସ୍ ସେଣ୍ଟ ଜର୍ମାନ। ଭାରତୀୟ ମୁଦ୍ରାରେ ଏହାକୁ ହିସାବକୁ ନେଲେ ପ୍ରାୟ ୧ ହଜାର ୬୩୬ କୋଟି ୭୫ ଲକ୍ଷ ୪୫ ହଜାର ୮୬୧ ଟଙ୍କା ପାରିଶ୍ରମିକ ବାବଦକୁ ପାଇବେ ନେମାର। ସେ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି। ନେମାରଙ୍କ ସହ ହେବାକୁ ଥିବା ଏହି ଡିଲ୍ ବିଶ୍ୱରେକର୍ଡରେ ସ୍ଥାନ ପାଇବ।

ଏହି ଡିଲ୍ ଫ।ଇନାଲ ହେବା ପରେ ପାରଶ୍ରମିକ ବାବଦକୁ ନେମାର ପ୍ରତି ସପ୍ତାହରେ ୫ କୋଟି ଟଙ୍କ। ପ୍ୟାରିସ ସେଣ୍ଟ ଜର୍ମାନଠାରୁ ପାଇବେ। ନେମାରଙ୍କୁ କ୍ଲବ୍‌ରେ ସାମିଲ କରିବାର ମୁଖ୍ୟ କାରଣ ହେଉଛି, ଏହି କ୍ଲବ ୟୁରୋପ ଫୁଟବଲ ଖେଳରେ ଏକ ମହାଶକ୍ତି ଭାବେ ଉଭା ହେବାକୁ ଚାହୁଁଛି। ନିଜ କ୍ଲବକୁ ଶକ୍ତିଶାଳୀ କରିବାକୁ ଏହି କ୍ଲବ ବ୍ରାଜିଲର ନାମୀ ଫୁଟବଲ୍ ଖେଳାଳିଙ୍କୁ କ୍ଲବରେ ସାମିଲ କରିଛି। ବର୍ତ୍ତମାନ ପିଏସ୍‌ଜି ନିଜ କ୍ଲବରେ ଥିଆଗୋ ସିଲ୍‌ଭା ଡ୍ୟାନି ଏଲଭେସ, ଲୁକାସ ମୋରାଙ୍କ ଭଳି ବ୍ରାଜିଲିଆନ ଖେଳାଳିଙ୍କୁ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story