୮୭ ବର୍ଷ ମଧ୍ୟରେ ପ୍ରଥମ: ଚଳିତ ବର୍ଷ ଖେଳାଯିବନି ରଣଜୀ ଟ୍ରଫି

ମୁମ୍ବାଇ: ଦୀର୍ଘ ୮୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିସିସିଆଇର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଚଳିତ ବର୍ଷ ଖେଳାଯିବ ନାହିଁ। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ରଣଜୀ ଟ୍ରଫି ଆୟୋଜନ କରାଯିବା ସମ୍ଭବପର ନୁହେଁ ବୋଲି ବୋଲି ବିସିସିଆଇ ପକ୍ଷରୁ ସବୁ ରାଜ୍ୟ ୟୁନିଟକୁ ଜଣାଇ ଦିଆଯାଇଛି। ରଣଜୀ ଟ୍ରଫି ବନ୍ଦ ହେଉଥିଲେ ହେଁ ବିଜୟ ହଜାରେ ଟ୍ରଫି ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ରହିଛି। ଏହାବାଦ ବିସିସିଆଇ ଅଣ୍ଡର-୧୯ ବିନୁ […]

d

d

Hemant Lenka
  • Published: Saturday, 30 January 2021
  • Updated: 30 January 2021, 03:51 PM IST

Sports

Latest News

ମୁମ୍ବାଇ: ଦୀର୍ଘ ୮୭ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିସିସିଆଇର ସବୁଠାରୁ ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଚଳିତ ବର୍ଷ ଖେଳାଯିବ ନାହିଁ। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ରଣଜୀ ଟ୍ରଫି ଆୟୋଜନ କରାଯିବା ସମ୍ଭବପର ନୁହେଁ ବୋଲି ବୋଲି ବିସିସିଆଇ ପକ୍ଷରୁ ସବୁ ରାଜ୍ୟ ୟୁନିଟକୁ ଜଣାଇ ଦିଆଯାଇଛି। ରଣଜୀ ଟ୍ରଫି ବନ୍ଦ ହେଉଥିଲେ ହେଁ ବିଜୟ ହଜାରେ ଟ୍ରଫି ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ରହିଛି।

ଏହାବାଦ ବିସିସିଆଇ ଅଣ୍ଡର-୧୯ ବିନୁ ମଙ୍କଡ଼ ଦିନିକିଆ ଟୁର୍ଣ୍ଣାମେଣ୍ଟ ଓ ଦିନିକିଆ ମହିଳା ଟୁର୍ଣ୍ଣାମେଣ୍ଟ କରିବ। ଏ ସଂକ୍ରାନ୍ତରେ ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟସ୍ତରୀୟ କ୍ରିକେଟ ସଂଘଗୁଡ଼ିକୁ ଚିଠି ଲେଖି ଅବଗତ କରାଇଛନ୍ତି। ସେ କହିଛନ୍ତି, ମୁଁ ବେଶ ଖୁସିର ସହ କହିବାକୁ ଚାହୁଁଛି ଯେ ଆମେ ସିନିୟର ମହିଳା ଦିନିକିଆ ସହ ବିନୁ ମଙ୍କଡ଼ ଓ ବିଜୟ ହଜାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବାକୁ ଯାଉଛୁ।

ସମସ୍ତ ରାଜ୍ୟ କ୍ରିକେଟ ସଂଘ ଠାରୁ ପରାମର୍ଶ ଆଣିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ। ଏହି ସମୟରେ ଖେଳାଳିଙ୍କୁ ବାଓ ବବଲ୍ସ ମଧ୍ୟରେ ରଖାଯିବ। ସୁରକ୍ଷିତ ଭାବେ ଘରୋଇ ଟୁର୍ଣ୍ଣାମେଣ୍ଟ କରିବା କେତେ ଯେ କଷ୍ଟ ସେକଥା ଆପଣମାନେ ସମସ୍ତେ ଜାଣିଥିଲେ।

କରୋନା ଯୋଗୁ ଆମେ ବହୁତ ସମୟ ହରାଇଛୁ। ଏଭଳି ସ୍ଥିତିରେ ଘରୋଇ ଟୁର୍ଣ୍ଣାମେଣ୍ଟର କ୍ୟାଲେଣ୍ଡର ପ୍ରସ୍ତୁତ କରିବା କଷ୍ଟକର ଥିଲା। ତଥାପି ଆମେ ଏକାଧିକ ଟୁର୍ଣ୍ଣାମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛୁ। ନିକଟରେ ବେଶ ସଫଳତାର ସୟଦ ମୁସ୍ତାକ ଅଲୀ ଟ୍ରଫି ମଧ୍ୟ ଆୟୋଜନ କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story