ବକ୍ସିଂର ଅବସର ନେବା ସମୟ ଆସନାହିଁ: ମେରି କମ୍‌

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ୱାଇଲ୍ଡକାର୍ଡରେ ପ୍ରବେଶ ଦ୍ୱାର ବନ୍ଦ ହେବା ପରେ ବି ବକ୍ସିଂ ଛାଡିବେନି ବୋଲି କହିଛନ୍ତି ଭାରତ ଷ୍ଟାର ବକ୍ସର ମେରି କମ୍‌। ୫ ଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏହି ୩୩ ବର୍ଷୀୟ ଏହି ଭାରତୀୟ ମହିଳା ବକ୍ସର ଜଣକ ରିଓ ଅଲିମ୍ପିକ୍‌ ପାଇଁ ହୋଇଥିବା ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ୨ ଥର ବିଫଳ ହୋଇଥିଲେ। ଏଥିପାଇଁ ଭାରତୀୟ ଅଲିମ୍ପିକ୍‌ ମହାସଂଘ ତାଙ୍କୁ ୱାଇଲ୍ଡକାର୍ଡ ମାଧ୍ୟମରେ ରିଓ ଅଲିମ୍ପିକ୍‌ରେ ଏଣ୍ଟ୍ରି […]

mc marry com

mc marry com

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 05:23 PM IST

Sports

Latest News

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ୱାଇଲ୍ଡକାର୍ଡରେ ପ୍ରବେଶ ଦ୍ୱାର ବନ୍ଦ ହେବା ପରେ ବି ବକ୍ସିଂ ଛାଡିବେନି ବୋଲି କହିଛନ୍ତି ଭାରତ ଷ୍ଟାର ବକ୍ସର ମେରି କମ୍‌।

୫ ଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଏହି ୩୩ ବର୍ଷୀୟ ଏହି ଭାରତୀୟ ମହିଳା ବକ୍ସର ଜଣକ ରିଓ ଅଲିମ୍ପିକ୍‌ ପାଇଁ ହୋଇଥିବା ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ୨ ଥର ବିଫଳ ହୋଇଥିଲେ। ଏଥିପାଇଁ ଭାରତୀୟ ଅଲିମ୍ପିକ୍‌ ମହାସଂଘ ତାଙ୍କୁ ୱାଇଲ୍ଡକାର୍ଡ ମାଧ୍ୟମରେ ରିଓ ଅଲିମ୍ପିକ୍‌ରେ ଏଣ୍ଟ୍ରି କରେଇବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଏଥିରେ ମହାସଂଘ ଅସଫଳ ହୋଇଥିଲା।

ଏନେଇ ସେ କହିଛନ୍ତି,“ମୁଁ ଆପଣଙ୍କୁ ସୂଚନା ଦେଇ କହିଦିଏ କି କୌଣସି କାରଣରୁ ମୁଁ ରିଓ ଅଲିମ୍ପିକ୍‌ରେ ଭାଗ ନେବାକୁ ୱାଇଲ୍ଡକାର୍ଡରେ ପ୍ରବେଶ କରିପାରିଲି ନାହିଁ। ଏହା ହୃଦୟ ବିଦାରକ ହୋଇଥିଲେ ମଧ୍ୟ ଏଥି ଉପରେ କାହାର ଜୋର ନ ଥାଏ। ମୁଁ ଏହି ନିଷ୍ପତ୍ତିକୁ ଗ୍ରହଣ କରିଛି। କିନ୍ତୁ ବକ୍ସିଂରୁ ଅବସର ନେବା ସମୟ ମୋ ପାଇଁ ଆସିନାହିଁ। ଯେତେବେଳେ ଯାଏଁ ମୁଁ ନିଜକୁ ଫିଟ୍‌ ଭାବୁ ଥିବି ସେ ସମୟ ଯାଏଁ ମୁଁ ବକ୍ସିଂ ଜାରି ରଖିଥିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story