ଆଇପିଏଲ୍‌ ଖେଳୁଥିବା ନ ଥିବାରୁ ପାକିସ୍ତାନର ଟି-୨୦ ଖେଳାଳିଙ୍କ ପ୍ରଦର୍ଶନ ହ୍ରାସ ପାଉଛି: କୋଚ୍‌

ଲାହୋର : ଆଇପିଏଲ୍ ଖେଳୁ ନ ଥିବାରୁ ପାକିସ୍ତାନର ଟି-୨୦ ଖେଳାଳିଙ୍କ ପ୍ରଦର୍ଶନ ହ୍ରାସ ପାଉଛି। ବୁଧବାର ଏହା କହିଛନ୍ତି ପାକିସ୍ତାନର ନବ ନିଯୁକ୍ତ କୋଚ୍ ମିକ୍କି ଆର୍ଥର। ରାଜନୈତିକ ବିରୋଧ ଯୋଗୁଁ ଆଇପିଏଲ୍‌ର ଦ୍ୱିତୀୟ ସଂସ୍କରଣ ପରଠାରୁ କୌଣସି ପାକିସ୍ତାନୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହାନ୍ତି। ୱାକର ୟୁନିସ୍‌ଙ୍କ ବଦଳରେ କୋଚ୍ ହୋଇଥିବା ଆର୍ଥର କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ପାକ୍‌ ଖେଳାଳିମାନେ ଭାଗ ନେଇଥିଲେ ସେଠାରୁ ବହୁତ କିଛି ଶିକ୍ଷା କରିପାରି ଥାନ୍ତେ। ଏଠାକୁ ବହୁ […]

mickey-arthur

mickey-arthur

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 12:02 PM IST

ଲାହୋର : ଆଇପିଏଲ୍ ଖେଳୁ ନ ଥିବାରୁ ପାକିସ୍ତାନର ଟି-୨୦ ଖେଳାଳିଙ୍କ ପ୍ରଦର୍ଶନ ହ୍ରାସ ପାଉଛି। ବୁଧବାର ଏହା କହିଛନ୍ତି ପାକିସ୍ତାନର ନବ ନିଯୁକ୍ତ କୋଚ୍ ମିକ୍କି ଆର୍ଥର।

ରାଜନୈତିକ ବିରୋଧ ଯୋଗୁଁ ଆଇପିଏଲ୍‌ର ଦ୍ୱିତୀୟ ସଂସ୍କରଣ ପରଠାରୁ କୌଣସି ପାକିସ୍ତାନୀ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହାନ୍ତି।

ୱାକର ୟୁନିସ୍‌ଙ୍କ ବଦଳରେ କୋଚ୍ ହୋଇଥିବା ଆର୍ଥର କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ପାକ୍‌ ଖେଳାଳିମାନେ ଭାଗ ନେଇଥିଲେ ସେଠାରୁ ବହୁତ କିଛି ଶିକ୍ଷା କରିପାରି ଥାନ୍ତେ। ଏଠାକୁ ବହୁ ଦେଶରୁ ଖେଳାଳିମାନେ ଆସି ଭାଗ ନେଉଥିବାରୁ ଯୁବ ଖେଳାଳିଙ୍କୁ ବହୁତ କିଛି ଶିଖିବାକୁ ମିଳିଥାଏ। ତେଣୁ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଥିବା ବିବାଦକୁ ଦୁଇ ଦେଶ ମିଶି ତୁଟାଇବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story