ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବା ଉଚିତ୍ କି? ଆସିଲା ଓପିନିଅନ୍ ପୋଲ୍ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ନଥିଲା। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ କି ନାହିଁ ଆଲୋଚନା ହେଉଛି। ଏହାକୁ ନେଇ ଓଡ଼ିଶା ରିପୋର୍ଟର ଗୁରୁବାର ଦିନ ନିଜ ଫେସବୁକ ପେଜରେ ‘ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବା ଉଚିତ୍ କି?’ ଶୀର୍ଷକକୁ ନେଇ ଏକ ଓପିନିଅନ ପୋଲ୍ କରିଥିଲା। […]

DHONI

DHONI

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 06:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ନଥିଲା। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ କି ନାହିଁ ଆଲୋଚନା ହେଉଛି। ଏହାକୁ ନେଇ ଓଡ଼ିଶା ରିପୋର୍ଟର ଗୁରୁବାର ଦିନ ନିଜ ଫେସବୁକ ପେଜରେ ‘ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବା ଉଚିତ୍ କି?’ ଶୀର୍ଷକକୁ ନେଇ ଏକ ଓପିନିଅନ ପୋଲ୍ କରିଥିଲା। ଫେସବୁକରେ ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି। ଯେଉଁଥିରେ ଫେସବୁକ ପେଜରେ ସୋଶାଲ ମିଡ଼ିଆ ଆକାଉଣ୍ଟଧାରୀ ନିଜର ମତାମତ ରଖିଛନ୍ତି।

ଶୁକ୍ରବାର ସୁଦ୍ଧା ଏହି ପ୍ରସଙ୍ଗରେ ମୋଟ୍ ୯୧୨ ଜଣ ପ୍ରତିକ୍ରିୟା ରଖିଥିଲେ। ଯେଉଁଥିରେ ଧୋନି ଅବସର ନେବା ଉଚିତ୍ ବୋଲି ୧୬୩ ଜଣ ‘ହଁ’ ବୋଲି ମତ ରଖିଥିବାବେଳେ ୧୮୬ ଜଣ ‘ନା’ ବୋଲି ମତ ରଖିଛନ୍ତି। ବାକି ୫୯୪ ମତାମତ ଅବସର ନେବା ଉଚିତ କି ନାହିଁ ସେ ପ୍ରସଙ୍ଗରେ ସିଧା ସିଧା ମତାମତ ରଖି ନାହାନ୍ତି। ହେଲେ ସୋଶାଲ ମିଡ଼ିଆରେ ଧୋନିଙ୍କ କ୍ରିକେଟ କ୍ୟାରିଅର ଓ ଟିମ୍ ଇଣ୍ଡିଆକୁ ନେଇ କିଛି ପ୍ରସ୍ତାବ ଆସିଛି।

ଯେମିତି କି, ଧୋନିଙ୍କୁ ଆଉ ଥରେ ସୁଯୋଗ ଦିଆଯାଉ, ଟିମ୍ ଇଣ୍ଡିଆରେ ତାଙ୍କୁ ବ୍ୟାଟିଂ କୋଚ କରିବା ଦରକାର, କୋଚ କରିବା ଦରକାର ଇତ୍ୟାଦି। ଏହି ସବୁ ପ୍ରସ୍ତାବକୁ ଅନେକେ ଲାଇକ୍ ମଧ୍ୟ କରିଛନ୍ତି। ଅର୍ଥାତ୍ ଧୋନି ଯଦି ଅବସର ଗ୍ରହଣ କରୁଛନ୍ତି ତା’ହେଲେ ତାଙ୍କ ଅଭିଜ୍ଞତାକୁ ଦଳ ସହ ରଖିବା ପାଇଁ ଏମାନେ ପରାମର୍ଶ ଦେଇଛନ୍ତି। ତେଣୁ ତାଙ୍କୁ ଦଳର କୋଚର ଦାୟିତ୍ୱ ଦିଆଯାଉ ବୋଲି ସେମାନେ ମତାମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story