ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିନ୍ଧୁ, ସରକାର ଦେଲେ ୩୦ ଲକ୍ଷ ଟଙ୍କା

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ ): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି। ସିନ୍ଧୁ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ରେକର୍ଡ କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆଜି ସିନ୍ଧୁ ବିଜୟୱାଡାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ବିଜୟୱାଡାର ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ଯାଇ ଦର୍ଶନ କରିଥିଲେ। ଏହାପରେ […]

sindhu

sindhu

Hemant Lenka
  • Published: Saturday, 07 August 2021
  • Updated: 07 August 2021, 03:43 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ ): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଷ୍ଟାର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଛନ୍ତି। ସିନ୍ଧୁ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ରେକର୍ଡ କରିଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଆଜି ସିନ୍ଧୁ ବିଜୟୱାଡାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ବିଜୟୱାଡାର ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ଯାଇ ଦର୍ଶନ କରିଥିଲେ। ଏହାପରେ ଅମରାବତୀରେ ଥିବା ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭାରତର ଜାତୀୟ ପତାକା ସହ ବ୍ରୋଞ୍ଜ ପଦକ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ସିନ୍ଧୁଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ବିଶାଖାପାଟଣାରେ ବ୍ୟାଡମିଣ୍ଟନ ଏକାଡେମୀ ଖୋଲିବା ପାଇଁ ୩ ଏକର ଜମି ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସରକାର ପଦକ ବିଜେତାଙ୍କ ପାଇଁ ଘୋଷଣା କରିଥିବା ୩୦ ଲକ୍ଷ ଟଙ୍କାର ଅର୍ଥ ରାଶି କ୍ରୀଡ଼ା ବିଭାଗ ପକ୍ଷରୁ ସିନ୍ଧୁଙ୍କୁ ପ୍ରଦାନ କରାଯାଇଛି।

ପ୍ରସ୍ତାବିତ ବ୍ୟାଡମିଣ୍ଟନ ଏକାଡେମୀର ସମ୍ପୂର୍ଣ ନିର୍ମାଣ ସହ ସମସ୍ତ ଶିକ୍ଷଣୀୟ ସରଞ୍ଜାମ ଆନ୍ଧ୍ରପ୍ରଦେଶ ସରକାର ପ୍ରଦାନ କରିବେ ବୋଲି ଜଗନ ମୋହନ ପ୍ରତିଶ୍ରୁତି ଦେଇଛନ୍ତି।

ସିନ୍ଧୁ କହିଛନ୍ତି, “ଟୋକିଓ ଯିବା ପୂର୍ବରୁ ମୁଁ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟିଥିଲି। ସେ ମୋତେ ସେତେବେଳେ ବେଶ ଉତ୍ସାହିତ କରିବା ସହ ଭଲ ଖେଳିବାକୁ ପ୍ରେରଣା ଦେଇଥିଲେ। ଏବେ ମୁଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଭେଟିଛି। ସେ ମୋତେ ପଦକ ଜିତିବା ଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭବିଷ୍ୟତରେ ମୁଁ ଅଧିକରୁ ଅଧିକ ଟାଇଟଲ ଜିତିବି ବୋଲି ସେ ଆଶା ରଖିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story