ପିସିବି ଅଧ୍ୟକ୍ଷଙ୍କ ମନ୍ତବ୍ୟରେ ପାକ୍‌ ବରିଷ୍ଠ ଖେଳାଳି କ୍ଷୁବ୍ଧ

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଶାହାରିୟାର ଖାନ୍‌ଙ୍କ ମନ୍ତବ୍ୟରେ କ୍ଷୁବ୍ଧ ପାକିସ୍ତାନର ବରିଷ୍ଠ କ୍ରିକେଟ ଖେଳାଳି। ଗତ କିଛି ଦିନ ତଳେ ପିସିବି ମୁଖ୍ୟ କହିଥିଲେ “ଦଳରେ ଉଚ୍ଚଶିକ୍ଷିତ ଖେଳାଳିଙ୍କ ଅଭାବ ହେତୁ ଦଳ ଖରାପ ପ୍ରଦର୍ଶନ କରୁଛି।” ଏନେଇ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ମହମ୍ମଦ ହଫିଜ୍‌ କହିଛନ୍ତି,“କ୍ରିକେଟ ହେଉଛି ଏକ ସ୍ୱଂୟ ସମ୍ପୂର୍ଣ୍ଣ ଶିକ୍ଷାକେନ୍ଦ୍ର। ତେଣୁ ତାହାଠାରୁ କୌଣସି ବଡ ଶିକ୍ଷା ନାହିଁ। ଜଣେ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରେ। […]

pcb-chief

pcb-chief

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 11:36 AM IST

Sports

Latest News

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଶାହାରିୟାର ଖାନ୍‌ଙ୍କ ମନ୍ତବ୍ୟରେ କ୍ଷୁବ୍ଧ ପାକିସ୍ତାନର ବରିଷ୍ଠ କ୍ରିକେଟ ଖେଳାଳି। ଗତ କିଛି ଦିନ ତଳେ ପିସିବି ମୁଖ୍ୟ କହିଥିଲେ “ଦଳରେ ଉଚ୍ଚଶିକ୍ଷିତ ଖେଳାଳିଙ୍କ ଅଭାବ ହେତୁ ଦଳ ଖରାପ ପ୍ରଦର୍ଶନ କରୁଛି।”

ଏନେଇ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ମହମ୍ମଦ ହଫିଜ୍‌ କହିଛନ୍ତି,“କ୍ରିକେଟ ହେଉଛି ଏକ ସ୍ୱଂୟ ସମ୍ପୂର୍ଣ୍ଣ ଶିକ୍ଷାକେନ୍ଦ୍ର। ତେଣୁ ତାହାଠାରୁ କୌଣସି ବଡ ଶିକ୍ଷା ନାହିଁ। ଜଣେ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରେ। ଏହା ହେଉଛି ମୋ ପାଇଁ ଏକ ବଡ ଡିଗ୍ରୀ ସଦୃଶ। ଡିଗ୍ରୀ ନେଇ ମୁଁ ପିସିବି ମୁଖ୍ୟଙ୍କ ସହ ସହମତ ନୁହେଁ। ଶିକ୍ଷା ସମସ୍ତଙ୍କ ପାଇ ଅତ୍ୟନ୍ତ ଦରକାରୀ କିନ୍ତୁ ଖାଲି ଡିଗ୍ରୀ ଶିକ୍ଷାରେ ହାସଲ କରିବା ନେଇ ମୁଁ ସହମତ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story