ମିକ୍କିଙ୍କ ନେତୃତ୍ୱରେ ପାକ୍‌ ଟିମ୍‌ ସଫଳତାର ଶୀର୍ଷରେ ପହଞ୍ଚିବ: ୱକାର

ଜୋହାନ୍ସବର୍ଗ: ପାକିସ୍ତାନ ଟିମ୍‌ର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ମିକ୍କି ଆର୍ଥରଙ୍କ ନେତୃତ୍ୱରେ ଦଳ ସଫଳତାର ଶୀର୍ଷରେ ପହଞ୍ଚିବ। ପାକିସ୍ତାନ ପ୍ରଶସଂକମାନେ ଧୈର୍ଯ୍ୟ ଧରିବା ଦରକାର ବୋଲି ଶନିବାର କହିଛନ୍ତି ନିକଟରେ ମୁଖ୍ୟ ପ୍ରଶିକ୍ଷକ ପଦବୀରୁ ଇସ୍ଥଫା ଦେଇଥିବା ୱକାର ୟୁନୁସ। ସେ କହିଛନ୍ତି,“ମିକ୍କିଙ୍କ ନେତୃତ୍ୱରେ ଚଳିତମାସ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୪ଟି ଟେଷ୍ଟ, ୫ଟି ଏକଦିବସୀୟ ଓ ଗୋଟିଏ ଟି-୨୦ ଖେଳିବ। ଏହି ଗସ୍ତରେ ପାକିସ୍ତାନ ସଫଳତା ପାଇବ ବୋଲି ଖେଳାଳି, କୋଚ୍‌ ଓ କ୍ରିୟୁ […]

waqaryounis

waqaryounis

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 05:36 PM IST

Sports

Latest News

ଜୋହାନ୍ସବର୍ଗ: ପାକିସ୍ତାନ ଟିମ୍‌ର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ମିକ୍କି ଆର୍ଥରଙ୍କ ନେତୃତ୍ୱରେ ଦଳ ସଫଳତାର ଶୀର୍ଷରେ ପହଞ୍ଚିବ। ପାକିସ୍ତାନ ପ୍ରଶସଂକମାନେ ଧୈର୍ଯ୍ୟ ଧରିବା ଦରକାର ବୋଲି ଶନିବାର କହିଛନ୍ତି ନିକଟରେ ମୁଖ୍ୟ ପ୍ରଶିକ୍ଷକ ପଦବୀରୁ ଇସ୍ଥଫା ଦେଇଥିବା ୱକାର ୟୁନୁସ।

ସେ କହିଛନ୍ତି,“ମିକ୍କିଙ୍କ ନେତୃତ୍ୱରେ ଚଳିତମାସ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୪ଟି ଟେଷ୍ଟ, ୫ଟି ଏକଦିବସୀୟ ଓ ଗୋଟିଏ ଟି-୨୦ ଖେଳିବ। ଏହି ଗସ୍ତରେ ପାକିସ୍ତାନ ସଫଳତା ପାଇବ ବୋଲି ଖେଳାଳି, କୋଚ୍‌ ଓ କ୍ରିୟୁ ମେମ୍ବରଙ୍କ ଉପରେ ବିଶ୍ୱାସ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos