ଏଟିପି ରାଙ୍କିଙ୍ଗ୍: ୭୫ତମ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ୍ ଗୁଣେଶ୍ୱରନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଲଗାତାର ଭଲ ପ୍ରଦର୍ଶନ କାରଣରୁ ସେ ଏଟିପି ରାଙ୍କିଙ୍ଗରେ ଉପରକୁ ଉଠିବାରେ ଲାଗିଛନ୍ତି। ସୋମବାର ଏଟିପି ପକ୍ଷରୁ ଜାରି ରାଙ୍କିଙ୍ଗରେ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୭୫ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଗତ ସୋମବାର ସେ କ୍ୟାରିୟରର ଶ୍ରେଷ୍ଠ ୮୦ତମ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ କୁନମିଙ୍ଗ ଓପନର ଫାଇନାଲରେ ପହଞ୍ଚିବା ଯୋଗୁ ସେ ସିଧାସଳଖ ଟପ୍-୮୦ରେ ପ୍ରବେଶ କରିପାରିଛନ୍ତି। ଫାଇନାଲରେ ମୁକାବିଲାରେ ସେ […]

pra

pra

Hemant Lenka
  • Published: Monday, 22 April 2019
  • Updated: 22 April 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ୍ ଗୁଣେଶ୍ୱରନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଲଗାତାର ଭଲ ପ୍ରଦର୍ଶନ କାରଣରୁ ସେ ଏଟିପି ରାଙ୍କିଙ୍ଗରେ ଉପରକୁ ଉଠିବାରେ ଲାଗିଛନ୍ତି।

ସୋମବାର ଏଟିପି ପକ୍ଷରୁ ଜାରି ରାଙ୍କିଙ୍ଗରେ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୭୫ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଗତ ସୋମବାର ସେ କ୍ୟାରିୟରର ଶ୍ରେଷ୍ଠ ୮୦ତମ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ କୁନମିଙ୍ଗ ଓପନର ଫାଇନାଲରେ ପହଞ୍ଚିବା ଯୋଗୁ ସେ ସିଧାସଳଖ ଟପ୍-୮୦ରେ ପ୍ରବେଶ କରିପାରିଛନ୍ତି।

ଫାଇନାଲରେ ମୁକାବିଲାରେ ସେ ବ୍ରିଟେନର ଜେ କ୍ଲାର୍କଙ୍କଠାରୁ ୪-୬, ୩-୬ ସେଟରେ ହାରିଯାଇଥିଲେ। ଚଳିତ ବର୍ଷ ଫେବୃଆରୀରେ ଗୁଣେଶ୍ୱରନ୍ ଟପ୍-୧୦୦ରେ ପ୍ରବେଶ କରିଥିଲେ। ଗତମାସରେ ମିଆମି ଓପନର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରି ସେ ୮୧ତମ ସ୍ଥାନକୁ ଉଠିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story