କାଲଗେରୀ (କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆରମ୍ଭ ହୋଇଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍ ବ୍ୟାଡ୍ମିଣ୍ଟନର ପୁରୁଷ ବର୍ଗରେ ସେମିଫାଇନାଲକୁ ଯାଇଛନ୍ତି ଭାରତର ଅଜୟ ଜୟରାମ ଓ ବି ସାଇ ପ୍ରାନିଥ।
ଜୟରାମ ଭାରତର ହରଶିଲ୍ ଦାନୀଙ୍କୁ ୨୧-୧୮ ୧୯-୨୧ ୨୧-୮ରେ ପରାଜିତ କରିଥିଲେ। ଦୁଇଥର ଡଚ୍ ଚାମ୍ପିଅନ୍ ହୋଇଥିବା ଜୟରାମ ପରବର୍ତ୍ତୀ ପ୍ରର୍ଯ୍ୟାୟରେ କୋରିଆର ଲି ହୁନ୍ ୨ଙ୍କୁ ଭେଟିବେ।
ସେହିପରି ଇଷ୍ଟୋନିଆର ରାଉଲ୍ ମୁଷ୍ଟଙ୍କୁ ୨୧-୧୪ ୨୧-୧୬ ଭାରତର ପ୍ରିନାଥ ପରାସ୍ତ କରି ସେମୀକୁ ଯାଇଛନ୍ତି। ପରବର୍ତ୍ତୀ ପ୍ରର୍ଯ୍ୟାୟରେ ଫ୍ରାନ୍ସର ବ୍ରାଇସ୍ ଲେଭରଡାର୍ଜଙ୍କୁ ଭେଟିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।