ଗର୍ଗ ରଖିଲେ ସମ୍ମାନ, ଚେନ୍ନାଇକୁ ୧୬୫ ରନ୍‌ର ଟାର୍ଗେଟ୍

ଦୁବାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାଦାବ ଏଠାରେ ଖେଳାଯାଉଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଛି। ଫଳରେ ମୁକାବିଲାକୁ ଜିତିବା ପାଇଁ ଚେନ୍ନାଇକୁ ୧୬୫ ରନ୍ କରିବାକୁ ପଡ଼ିବ। ସନରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ ଓ ଅଭିଷେକ ୩୧ (୨୪ […]

garg

garg

Ranjit Kumar Jena
  • Published: Friday, 02 October 2020
  • Updated: 02 October 2020, 09:22 PM IST

Sports

Latest News

ଦୁବାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାଦାବ ଏଠାରେ ଖେଳାଯାଉଥିବା ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଛି। ଫଳରେ ମୁକାବିଲାକୁ ଜିତିବା ପାଇଁ ଚେନ୍ନାଇକୁ ୧୬୫ ରନ୍ କରିବାକୁ ପଡ଼ିବ। ସନରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ ଓ ଅଭିଷେକ ୩୧ (୨୪ ବଲ୍, ୪ ଚୌକା, ୧ ଛକା) ରନର ଇନିଂସ୍ ଖେଳିଛନ୍ତି।

ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ସନରାଇଜର୍ସ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ଚେନ୍ନାଇ ବୋଲର ଦୀପକ ଚହର୍ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଜନ୍ନି ବେୟାରଷ୍ଟୋ (୦)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ୱାର୍ଣ୍ଣର (୨୮) ଓ ମନିଷ ପାଣ୍ଡେ (୨୯) ସ୍କୋରକୁ ଆଗକୁ ବଢ଼ାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଦୁହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ଗତ ମ୍ୟାଚରେ ହାଇଦ୍ରାବାଦକୁ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା କେନ୍ ୱିଲିୟମସନ୍ (୯) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ।

୬୯ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ହାଇଦ୍ରାବାଦ ସ୍ଥିତିକୁ ସୁଧାରିଥିଲେ ପ୍ରିୟମ ଓ ଅଭିଷେକ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୭୭ ରନର ପାର୍ଟନରଶିପ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଅଭିଷେକ ବ୍ୟକ୍ତିଗତ ୩୧ ରନ୍ କରିଥିବା ବେଳେ ଦୀପକ ଚହରଙ୍କ ଶିକାର ହୋଇଥିବା ବେଳେ ଗର୍ଗ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଜାମ୍ମୁ ଓ କାଶ୍ମୀରର ଅବଦୁଲ୍ ସମାଦ୍ (୮) ଅପରାଜିତ ଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ୨ଟି, ଶାର୍ଦ୍ଦୁଲ ଓ ପିୟୂଷ ଚାୱଲା ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story