କାନାଡା ଓପ୍‌ନ୍‌: ଦ୍ୱିତୀୟ ରାଉଣ୍ଡରେ ଗୁରୁ, ପ୍ରାତୁଲ ଓ ହରସେଲ୍‌

କାଲଗେରୀ(କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନର ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି ଆରଭିଏମ୍‌ ଗୁରୁସାଇଦତ୍ତ, ପ୍ରାତୁଲ ଯୋଶୀ ଓ ହରସେଲ୍‌ ଦାନୀ। ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଗୁରୁ ଅଷ୍ଟ୍ରେଲିଆର ଆର.ଡିଗରଙ୍କୁ ୨୧-୭ ୨୧-୬ରେ ପରାସ୍ତ କରିଛନ୍ତି। କାନାଡାର ବାଇରୋନ୍‌ ହୋଲେକ୍‌ଙ୍କୁ ପ୍ରାତୁଲ ୨୧-୧୩ ୨୧-୧୨ରେ ପରାଜିତ କରିଛନ୍ତି। ସେହିପରି କାନାଡାର ତିମୋଥୀ ଛିଉଙ୍କୁ ହରସେଲ୍‌ ଦାନୀ ୨୧-୧୧ ୨୧-୧୪ରେ ପରାଜିତ କରିଛନ୍ତି।

Guru, Pratul, Harsheel reach round 2 of Canada Open

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 03:22 PM IST

Sports

Latest News

କାଲଗେରୀ(କାନାଡା): ରିଓ ଅଲିମ୍ପିକ୍ସ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଥିବା ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନର ଦ୍ୱିତୀୟ ରାଉଣ୍ଡକୁ ଯାଇଛନ୍ତି ଆରଭିଏମ୍‌ ଗୁରୁସାଇଦତ୍ତ, ପ୍ରାତୁଲ ଯୋଶୀ ଓ ହରସେଲ୍‌ ଦାନୀ।

ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବା ଗୁରୁ ଅଷ୍ଟ୍ରେଲିଆର ଆର.ଡିଗରଙ୍କୁ ୨୧-୭ ୨୧-୬ରେ ପରାସ୍ତ କରିଛନ୍ତି।

କାନାଡାର ବାଇରୋନ୍‌ ହୋଲେକ୍‌ଙ୍କୁ ପ୍ରାତୁଲ ୨୧-୧୩ ୨୧-୧୨ରେ ପରାଜିତ କରିଛନ୍ତି। ସେହିପରି କାନାଡାର ତିମୋଥୀ ଛିଉଙ୍କୁ ହରସେଲ୍‌ ଦାନୀ ୨୧-୧୧ ୨୧-୧୪ରେ ପରାଜିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story