ପ୍ରୋ କବାଡି ଲିଗ୍‌ ଟାଇଟଲ ହାତେଇଲା ପାଟନା ପାଇରେଟ୍ସ

ହାଇଦ୍ରାବାଦ: ଗାଚିବୋଲି ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ କବାଡି ଲିଗ୍‌ର ଚତୁର୍ଥ ସଂସ୍କରଣରେ ଚାମ୍ପିଅନ ହୋଇଛି ପାଟନା ପାଇରେଟ୍ସ। ଫାଇନାଲ ମ୍ୟାଚ୍‌ରେ ପାଟନା ୩୭-୨୯ରେ ଜୟପୁର ପିଙ୍କ ପାନ୍ଥରକୁ ହରାଇ ଏହି ଟାଇଟଲ ହାତେଇଛି। ୪୦ ମିନିଟ୍‌ ଧରି ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦୁଇ ଦଳର ଉଚ୍ଚ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାଟନାର ଅଧିନାୟକ ଧର୍ମରାଜ ଚେର୍ଲାଥନ୍‌ଙ୍କୁ ଗୋଲ୍ଡେନ୍‌ ଟ୍ରଫି ପ୍ରଦାନ କରାଯାଇଥିଲା।

prokabadi-chamipan

prokabadi-chamipan

Rakesh Mallick
  • Published: Monday, 01 August 2016
  • Updated: 01 August 2016, 06:00 PM IST

Sports

Latest News

ହାଇଦ୍ରାବାଦ: ଗାଚିବୋଲି ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ କବାଡି ଲିଗ୍‌ର ଚତୁର୍ଥ ସଂସ୍କରଣରେ ଚାମ୍ପିଅନ ହୋଇଛି ପାଟନା ପାଇରେଟ୍ସ। ଫାଇନାଲ ମ୍ୟାଚ୍‌ରେ ପାଟନା ୩୭-୨୯ରେ ଜୟପୁର ପିଙ୍କ ପାନ୍ଥରକୁ ହରାଇ ଏହି ଟାଇଟଲ ହାତେଇଛି। ୪୦ ମିନିଟ୍‌ ଧରି ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦୁଇ ଦଳର ଉଚ୍ଚ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ପାଟନାର ଅଧିନାୟକ ଧର୍ମରାଜ ଚେର୍ଲାଥନ୍‌ଙ୍କୁ ଗୋଲ୍ଡେନ୍‌ ଟ୍ରଫି ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos