ପିଭିଆର ମୂର୍ତ୍ତି ଇଣ୍ଟର ସ୍କୁଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ

କଟକ: କଟକ ବୋଷ୍ ଖେଳ ପଡ଼ିଆରେ ୧୧ତମ ପି.ଭି.ଆର. ମୂର୍ତ୍ତି ଇଣ୍ଟର ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆଜି  ଉଦ୍‌ଘାଟିତ ହୋଇଛି। ୟୁନିୟନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ୧୬ ଗୋଟି ସ୍କୁଲ୍ ଅଂଶଗ୍ରହଣ କରିଛନ୍ତି। ଲିଗ୍ ପର୍ଯ୍ୟାୟରେ ୪ ଟି ଗ୍ରୁପ୍ ଭିତ୍ତିରେ ପ୍ରତିଦିନ ମ୍ୟାଚ୍ ଖେଳାଯିବ। ଆସନ୍ତା ୨୦ ତାରିଖରେ ଫ।ଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି ଏହି ଟୁର୍ଣ୍ଣାମେଣ୍ଟକୁ ବୋଷ୍ ପ୍ରିନ୍ସିପାଲ ପ୍ରଦୀପ୍ତ ରଂଜନ ମହାନ୍ତି ଓ […]

bose-cricket

bose-cricket

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 10:44 AM IST

Sports

Latest News

କଟକ: କଟକ ବୋଷ୍ ଖେଳ ପଡ଼ିଆରେ ୧୧ତମ ପି.ଭି.ଆର. ମୂର୍ତ୍ତି ଇଣ୍ଟର ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆଜି  ଉଦ୍‌ଘାଟିତ ହୋଇଛି। ୟୁନିୟନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ୧୬ ଗୋଟି ସ୍କୁଲ୍ ଅଂଶଗ୍ରହଣ କରିଛନ୍ତି। ଲିଗ୍ ପର୍ଯ୍ୟାୟରେ ୪ ଟି ଗ୍ରୁପ୍ ଭିତ୍ତିରେ ପ୍ରତିଦିନ ମ୍ୟାଚ୍ ଖେଳାଯିବ। ଆସନ୍ତା ୨୦ ତାରିଖରେ ଫ।ଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ଆଜି ଏହି ଟୁର୍ଣ୍ଣାମେଣ୍ଟକୁ ବୋଷ୍ ପ୍ରିନ୍ସିପାଲ ପ୍ରଦୀପ୍ତ ରଂଜନ ମହାନ୍ତି ଓ ବୋଷ୍ ଆଥେଲେଟିକ୍ ଆସୋସିଏସନ୍‌ର ଉପ-ସଭାପତି ସୌଭାଗ୍ୟ କିଶୋର ଦାସ ଉଦ୍‌ଘାଟନ କରିଥିଲେ।  ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos