ଏନ୍‌ସିଏର ମୁଖ୍ୟ କୋଚ୍ ହେବେ ଡ୍ରାଭିଡ୍‌!

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ଦି ୱାଲ୍’ ଭାବେ ପରିଚିତ ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ତଥା ଜୁନିୟର ଟିମ୍‌ର କୋଚ ରାହୁଲ ଡ୍ରାଭିଡ୍‌ ନ୍ୟାଶନାଲ୍‌ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ କୋଚ୍‌ ପାଇଁ ଆବେଦନ କରିପାରନ୍ତି। ଏନ୍‌ସିଏର ଏହି ପଦ ପାଇଁ ଆଜି ବିସିସିଆଇ ପକ୍ଷରୁ ଆଶାୟୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି। ଡ୍ରାଭିଡ୍‌ ଏବେ ଇଣ୍ଡିଆ ଏ ଏବଂ ଅଣ୍ଡର-୧୯ ଟିମ୍‌ର କୋଚ ରହିଛନ୍ତି। ତେଣୁ ସେ ଯଦି ଆବେଦନ କରନ୍ତି, ତା’ହେଲେ ତାଙ୍କୁ ହିଁ ଏନ୍‌ଏସ୍‌ଏର […]

ty

ty

Hemant Lenka
  • Published: Saturday, 27 April 2019
  • Updated: 27 April 2019, 07:39 PM IST

Sports

Latest News

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ ଟିମ୍‌ର 'ଦି ୱାଲ୍' ଭାବେ ପରିଚିତ ପ୍ରଖ୍ୟାତ ବ୍ୟାଟସ୍‌ମ୍ୟାନ୍‌ ତଥା ଜୁନିୟର ଟିମ୍‌ର କୋଚ ରାହୁଲ ଡ୍ରାଭିଡ୍‌ ନ୍ୟାଶନାଲ୍‌ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ କୋଚ୍‌ ପାଇଁ ଆବେଦନ କରିପାରନ୍ତି। ଏନ୍‌ସିଏର ଏହି ପଦ ପାଇଁ ଆଜି ବିସିସିଆଇ ପକ୍ଷରୁ ଆଶାୟୀଙ୍କୁ ଆବେଦନ କରିବାକୁ ଆହ୍ୱାନ କରାଯାଇଛି। ଡ୍ରାଭିଡ୍‌ ଏବେ ଇଣ୍ଡିଆ ଏ ଏବଂ ଅଣ୍ଡର-୧୯ ଟିମ୍‌ର କୋଚ ରହିଛନ୍ତି। ତେଣୁ ସେ ଯଦି ଆବେଦନ କରନ୍ତି, ତା’ହେଲେ ତାଙ୍କୁ ହିଁ ଏନ୍‌ଏସ୍‌ଏର ମୁଖ୍ୟ ଭାବେ ନିଯୁକ୍ତି ମିଳିବ ବୋଲି କୁହାଯାଉଛି।

ସିଓଏର ମିଟିଂ ପରେ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, “ବିସିସିଆଇ ସମସ୍ତ ପଦବୀ ପାଇଁ ପ୍ରଚଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏନ୍‌ସିଏ ମୁଖ୍ୟ କୋଚ ପାଇଁ ମଧ୍ୟ ଆଶାୟୀଙ୍କୁ ଆବେଦନ କରିବାକୁ କୁହାଯାଇଛି। ହଁ, ଆମେ କହିପାରିବା ଯେ ଡ୍ରାଭିଡ୍‌ ଏହି ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। କାରଣ ସେ ଜୁନିୟର ଟିମ୍‌ର କୋଚ ଦାୟିତ୍ୱକୁ ଠିକ୍‌ ଭାବେ ସମ୍ପାଦନ କରିଛନ୍ତି।”

ଏନ୍‌ସିଏର ପ୍ରଶାସନିକ କାର୍ଯ୍ୟ ସମ୍ପାଦକ ତୋଫାନ୍‌ ଘୋଷ କରିବେ। ଏନ୍‌ସିଏର ମୁଖ୍ୟ କୋଚ୍‌ ହିଁ ସବୁ ଦାୟିତ୍ୱ ନିର୍ବାହ କରିବେ। ସମସ୍ତ ସ୍ତରର କୋଚିଂ ଷ୍ଟାଫ୍‌ଙ୍କ ଠାରୁ ଆରମ୍ଭ କରି ପରବର୍ତ୍ତୀ ପିଢ଼ିର ଖେଳାଳିଙ୍କ ଉପରେ ମଧ୍ୟ ତାଙ୍କର ନଜର ରହିବ। କିନ୍ତୁ ଏଥିପାଇଁ ଡ୍ରାଭିଡ୍‌ଙ୍କୁ ପ୍ରଥମେ ଆବେଦନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story