ଓଡ଼ିଶା-ତ୍ରିପୁରା ରଣଜୀ ମ୍ୟାଚ୍‌: ଦ୍ୱିତୀୟ ଦିନ ବି ବର୍ଷା ଯୋଗୁ ଖେଳ ବାତିଲ

ଅଗରତାଲା: ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ହେବାକୁ ଥିବା ରଣଜୀ ମୁକାବିଲାରେ ବର୍ଷା ଦୁଇ ଦିନ ହେଲା ବାଧକ ସାଜିଛି। ଓଡ଼ିଶା ତା’ର ଚତୁର୍ଥ ମୁକାବିଲାରେ ତ୍ରିପୁରାକୁ ସାମ୍ନା କରିବା ପାଇଁ ଅଗତାଲାର ମହାରାଜ ବୀର ବିକ୍ରମ କଲେଜ ଷ୍ଟାଡିୟମରେ ପହଞ୍ଚିଥିଲା। ହେଲେ ପ୍ରଥମ ଦିନ ପରି ଦ୍ୱିତୀୟ ଦିନର ଖେଳ ମଧ୍ୟ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏପରି କି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନାହିଁ। ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଚମତ୍କାର […]

odisha

odisha

Hemant Lenka
  • Published: Saturday, 04 January 2020
  • Updated: 04 January 2020, 08:51 PM IST

Sports

Latest News

ଅଗରତାଲା: ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ହେବାକୁ ଥିବା ରଣଜୀ ମୁକାବିଲାରେ ବର୍ଷା ଦୁଇ ଦିନ ହେଲା ବାଧକ ସାଜିଛି। ଓଡ଼ିଶା ତା’ର ଚତୁର୍ଥ ମୁକାବିଲାରେ ତ୍ରିପୁରାକୁ ସାମ୍ନା କରିବା ପାଇଁ ଅଗତାଲାର ମହାରାଜ ବୀର ବିକ୍ରମ କଲେଜ ଷ୍ଟାଡିୟମରେ ପହଞ୍ଚିଥିଲା। ହେଲେ ପ୍ରଥମ ଦିନ ପରି ଦ୍ୱିତୀୟ ଦିନର ଖେଳ ମଧ୍ୟ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଏପରି କି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରି ନାହିଁ।

ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଚମତ୍କାର ଆରମ୍ଭ କରିଛି। ଓଡ଼ିଶା ତା’ର ପ୍ରଥମ ତିନୋଟି ମ୍ୟାଚରେ ବୋନସ୍ ପଏଣ୍ଟ ସହ ବିଜୟ ହାସଲ କରିଛି। ଓଡ଼ିଶା ଏଲିଟ୍ ଗ୍ରୁପ୍‌-ସି’ରେ ୨୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି।

ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସର୍ଭିସେସକୁ ଇନିଂସ୍ ଓ ୩୧ ରନ୍ ଏବଂ ତୃତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ତ୍ରିପୁରା ଖେଳିଥିବା ତିନୋଟି ଯାକ ମ୍ୟାଚରେ ପରାସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story