ଦିଲ୍ଲୀକୁ ୧୮୦ ରନର ଟାର୍ଗେଟ୍ ଦେଲା ଚେନ୍ନାଇ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୫୦ତମ ମ୍ୟାଚ୍ ଏଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ସୁରେଶ ରାଇନା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦମଦାର୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୯ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଦିଲ୍ଲୀକୁ ୧୮୦ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ରାଇନା […]

raina

raina

Hemant Lenka
  • Published: Wednesday, 01 May 2019
  • Updated: 02 May 2019, 07:27 AM IST

Sports

Latest News

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୫୦ତମ ମ୍ୟାଚ୍ ଏଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ସୁରେଶ ରାଇନା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦମଦାର୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୯ ରନ୍ କରିଛି।

ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ଦିଲ୍ଲୀକୁ ୧୮୦ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ରାଇନା ସର୍ବାଧିକ ୫୯ (୩୭ ବଲ୍, ୮ ଚୌକା, ୧ ଛକା) ରନ୍ କରିଛନ୍ତି। ଏହାଛଡ଼ା ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଧୋନି ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି।

ଏମ୍. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇ ଆରମ୍ଭରୁ ଧୀମା ବ୍ୟାଟିଂ କରିଥିଲା। ୩.୨ ଓଭରରେ ଟିମ୍ ୪ ରନ୍ କରିଥିବା ବେଳେ ଓପ୍ନର ଶେନ୍ ୱାଟସନ୍ (୦) ସୁଚିତ୍ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର ଫାଫ୍ ଡ୍ୟୁପ୍ଲେସିସ୍ ଓ ରାଇନା ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ିଥିଲେ। ଡ୍ୟୁପ୍ଲେସିସ୍ (୩୯)ଙ୍କୁ ଅକ୍ଷର ପଟେଲ ଆଉଟ୍ କରିଥିଲେ।

ରାଇନା ୩୪ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ତାଙ୍କୁ ସୁଚିତ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଧୋନି ଓ ଜାଡେଜା ଦ୍ରୁତ ରନ୍ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଜାଡେଜା ମାତ୍ର ୧୦ ବଲରେ ୨୫ (୨ ଚୌକା ଓ ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଧୋନି ୪୪ (୨୨ ବଲ୍, ୪ ଚୌକା, ୩ ଛକା) ଓ ଅମ୍ବାତି ରାୟୁଡୁ ୫ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ସୁଚିତ୍ ୨ଟି, କ୍ରିସ୍ ମୋରିସ ଓ ଅକ୍ଷର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story