ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର, ଜଣ୍ଟି ରୋଡ୍ସ କହିଲେ ଏମିତି କଥା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ରିକେଟର ସୁରେଶ ରାଇନାଙ୍କ ବାମ ପଟ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ଏହି ଅସ୍ତ୍ରୋପଚାର ଯୋଗୁ ସେ ଡୋମେଷ୍ଟିକ ବା ଘରୋଇ କ୍ରିକେଟ୍‌ ଏବେ ଖେଳି ନ ପାରନ୍ତି। ବିସିସିଆଇ ପକ୍ଷରୁ ଟ୍ୱିଟ୍‌ କରି ରାଇନାଙ୍କ ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଏହି ବ୍ୟାଟସ୍‌ମ୍ୟାନ ଖେଳି ପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି। ବିସିସିଆଇର ଏହି ଟ୍ୱିଟ୍‌ ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର […]

n

n

Hemant Lenka
  • Published: Saturday, 10 August 2019
  • Updated: 10 August 2019, 03:49 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ରିକେଟର ସୁରେଶ ରାଇନାଙ୍କ ବାମ ପଟ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ଏହି ଅସ୍ତ୍ରୋପଚାର ଯୋଗୁ ସେ ଡୋମେଷ୍ଟିକ ବା ଘରୋଇ କ୍ରିକେଟ୍‌ ଏବେ ଖେଳି ନ ପାରନ୍ତି। ବିସିସିଆଇ ପକ୍ଷରୁ ଟ୍ୱିଟ୍‌ କରି ରାଇନାଙ୍କ ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦିଆଯାଇଛି।

ଏଥିସହ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଏହି ବ୍ୟାଟସ୍‌ମ୍ୟାନ ଖେଳି ପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି। ବିସିସିଆଇର ଏହି ଟ୍ୱିଟ୍‌ ଉପରେ ପ୍ରତିକ୍ରିୟା ଦେଇ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଜଣ୍ଟି ରୋଡ୍ସ କହିଛନ୍ତି, “ରାଇନା ତୁମେ ତୁମ କ୍ରିକେଟ ଦ୍ୱାରା ଅନେକଙ୍କୁ ପ୍ରେରଣା ଦେଇଛ।

ବିଶେଷ କରି ଏହି କିଛି ବର୍ଷ ହେଲା କ୍ରିକେଟ ପ୍ରତି ତୁମର ଅବଦାନ ଉଲ୍ଲେଖନୀୟ। ମୋ ବନ୍ଧୁ, ଏବେ ଶରୀରର କଥା ଶୁଣ। ମୁଁ ଜାଣିଛି ତୁମେ ଆସନ୍ତାକାଲି ପୁଣିଥରେ ଟ୍ରେନିଂ କରିବାକୁ ବାହାରି ଯିବ।”

୩୨ ବର୍ଷୀୟ ରାଇନା ଶେଷଥର ୨୦୧୮ରେ ଭାରତ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ ହେଁ ରାଇନା ଘରୋଇ କ୍ରିକେଟ ଖେଳୁଛନ୍ତି। ରାଇନା ଭାରତ ପାଇଁ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story