ରଣଜୀ ମ୍ୟାଚ୍: ଆସନ୍ତାକାଲିଠାରୁ ଓଡ଼ିଶା-ରାଜସ୍ଥାନ ମୁକାବିଲା

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍‌ ବି’ରେ ଥିବା ଓଡ଼ିଶା ଆସନ୍ତାକାଲି ତା’ର ଚତୁର୍ଥ ମ୍ୟାଚ୍ ଟିମ୍ ରାଜସ୍ଥାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ପଟିଆଲାରେ ସକାଳ ସାଢ଼େ ନଅଟାରୁ ଆରମ୍ଭ ହେବ। ଓଡ଼ିଶା ତୃତୀୟ ମ୍ୟାଚ୍ ଦିଲ୍ଲୀ ବିପକ୍ଷରେ ଖେଳିଥିଲା। ଏହା ଡ୍ର’ ରହିଥିଲା। ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚ୍ ଓଡ଼ିଶା ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା। ଏହା ସହିତ ୩ଟି ମ୍ୟାଚ୍‌ରୁ ୮ ପଏଣ୍ଟ ପାଇ […]

ranjitrophy

ranjitrophy

Rakesh Mallick
  • Published: Friday, 04 November 2016
  • Updated: 04 November 2016, 10:05 AM IST

ଭୁବନେଶ୍ୱର: ଚଳିତ ରଣଜୀ ସିଜିନ୍‌ରେ ‘ଗ୍ରୁପ୍‌ ବି’ରେ ଥିବା ଓଡ଼ିଶା ଆସନ୍ତାକାଲି ତା’ର ଚତୁର୍ଥ ମ୍ୟାଚ୍ ଟିମ୍ ରାଜସ୍ଥାନ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ପଟିଆଲାରେ ସକାଳ ସାଢ଼େ ନଅଟାରୁ ଆରମ୍ଭ ହେବ।

ଓଡ଼ିଶା ତୃତୀୟ ମ୍ୟାଚ୍ ଦିଲ୍ଲୀ ବିପକ୍ଷରେ ଖେଳିଥିଲା। ଏହା ଡ୍ର’ ରହିଥିଲା। ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚ୍ ଓଡ଼ିଶା ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା। ଏହା ସହିତ ୩ଟି ମ୍ୟାଚ୍‌ରୁ ୮ ପଏଣ୍ଟ ପାଇ ଓଡ଼ିଶା ଦଳ ‘ଗ୍ରୁପ୍‌ ବି’ର ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଚାରୋଟି ମ୍ୟାଚ୍ ଖେଳି ସାରିଥିବା ରାଜସ୍ଥାନ ୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଗୋଆ ଓ ଛତିଶଗଡ଼ ମଧ୍ୟରେ ଅନ୍ୟ ଏକ ରଣଜୀ ମ୍ୟାଚ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story