ବାମହାତରେ ବ୍ୟାଟିଂ କଲେ ଅଶ୍ୱିନ୍, ସମାଲୋଚିତ ହେଲେ ପନ୍ତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ କେବଳ ଜଣେ ସଫଳ ବୋଲର ନୁହନ୍ତି ବରଂ ବ୍ୟାଟିଂରେ ମଧ୍ୟ ସେ ଅନେକ ସମୟରେ ଉପଯୋଗୀ ଯୋଗଦାନ କରିଛନ୍ତି। ଅଶ୍ୱିନଙ୍କ ନାଁରେ ଟେଷ୍ଟରେ ୫ଟି ଶତକ ମଧ୍ୟ ରହିଛି। ଗୁରୁବାର ଇନ୍ଦୋରରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ତାଙ୍କୁ ବାମହାତରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ବାସ୍ତବରେ ସେ ଡାହାଣ ହାତରେ ବ୍ୟାଟିଂ କରନ୍ତି।   View this post on […]

ash

ash

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 05:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ କେବଳ ଜଣେ ସଫଳ ବୋଲର ନୁହନ୍ତି ବରଂ ବ୍ୟାଟିଂରେ ମଧ୍ୟ ସେ ଅନେକ ସମୟରେ ଉପଯୋଗୀ ଯୋଗଦାନ କରିଛନ୍ତି। ଅଶ୍ୱିନଙ୍କ ନାଁରେ ଟେଷ୍ଟରେ ୫ଟି ଶତକ ମଧ୍ୟ ରହିଛି। ଗୁରୁବାର ଇନ୍ଦୋରରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ତାଙ୍କୁ ବାମହାତରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ବାସ୍ତବରେ ସେ ଡାହାଣ ହାତରେ ବ୍ୟାଟିଂ କରନ୍ତି।

View this post on Instagram

No. Do not check your phone 😆😂 It's indeed a left-handed Ashwin Batting 😮😉 #TeamIndia #INDvBAN

A post shared by Team India (@indiancricketteam) on

ଭାରତୀୟ କ୍ରିକେଟ୍ ଟିମ୍ ତା'ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଥମ ଦିବସର ଖେଳ ପରେ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଅଶ୍ୱିନଙ୍କୁ ବାମହାତରେ ବ୍ୟାଟିଂ କରି କିଛି ଆକର୍ଷଣୀୟ ଶଟ୍ ମାରିଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଶେଆର କରିବା ସହ କ୍ୟାପସନରେ ଲେଖା ଯାଇଛି ଯେ, ନିଜ ଫୋନକୁ ଯାଞ୍ଚ କରନାହିଁ, ବାସ୍ତବରେ ଅଶ୍ୱିନ୍ ବାମହାତରେ ବ୍ୟାଟିଂ କରୁଛନ୍ତି।

ଅଶ୍ୱିନଙ୍କ ବାମହାତୀ ବ୍ୟାଟିଂ ଦେଖିବା ମାତ୍ରକେ ପ୍ରଶଂସକ ଅବାକ ହୋଇଯାଇଥିଲେ। ଏପରିକି କିଛି ପ୍ରଶଂସକ କହିଥିଲେ ଯେ ୩୩ ବର୍ଷୀୟ ଅଶ୍ୱିନ୍ ପନ୍ତଙ୍କଠାରୁ ଉନ୍ନତ ବ୍ୟାଟିଂ କରୁଛନ୍ତି। ଆଉ ଜଣେ ଲେଖିଛନ୍ତି, ଅଶ୍ୱିନ୍ ନିଶ୍ଚିତ ଧୋନିଙ୍କଠାରୁ ବ୍ୟାଟିଂ ଶିଖିଥିବେ। ସୂଚନାଯୋଗ୍ୟ, ନିକଟରେ ଖରାପ ପ୍ରଦର୍ଶନ ପାଇଁ ପନ୍ତ ଖୁବ୍ ସମାଲୋଚନାର ଶିକାର ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story