ଟିମ୍ ଇଣ୍ଡିଆକୁ ଝଟକା, ଇଂଲଣ୍ଡ ଟେଷ୍ଟ ସିରିଜରୁ ଜାଡେଜା ଆଉଟ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ବ୍ୟାଟିଂ କରୁଥିବା ବେଳେ ଜାଡେଜାଙ୍କ ଅଙ୍ଗୁଳି ଫ୍ରାକଚର୍ ହୋଇଥିଲା। ଯେଉଁକାରଣରୁ ସେ ଆଉ ବୋଲିଂ ଓ ବ୍ୟାଟିଂ କରିବାକୁ ଆସିନଥିଲେ। ଏପରିକି ଜାଡେଜା ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିଲେ। ବ୍ରିସବେନ୍ ଟେଷ୍ଟ ଜିତିବା […]

jaddu

jaddu

Ranjit Kumar Jena
  • Published: Thursday, 21 January 2021
  • Updated: 21 January 2021, 05:04 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ବ୍ୟାଟିଂ କରୁଥିବା ବେଳେ ଜାଡେଜାଙ୍କ ଅଙ୍ଗୁଳି ଫ୍ରାକଚର୍ ହୋଇଥିଲା। ଯେଉଁକାରଣରୁ ସେ ଆଉ ବୋଲିଂ ଓ ବ୍ୟାଟିଂ କରିବାକୁ ଆସିନଥିଲେ। ଏପରିକି ଜାଡେଜା ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଥିଲେ।

ବ୍ରିସବେନ୍ ଟେଷ୍ଟ ଜିତିବା ପରେ ବିସିସିଆଇ ଚୟନ କମିଟି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଟିମ୍ ଘୋଷଣା କରିଥିଲା। ଏହି ଟିମରୁ ଜାଡେଜା ବାଦ୍ ପଡ଼ିଥିଲେ। ହେଲେ ଶେଷ ଦୁଇଟି ଟେଷ୍ଟ ପାଇଁ ଜାଡେଜା ଫିଟ୍ ହୋଇଯାଇଥିବେ ବୋଲି ଆଶା ଥିଲା। କିନ୍ତୁ ଏବେ ଜାଡେଜା ପୂରା ଟେଷ୍ଟ ସିରିଜରୁ ଆଉଟ୍ ହୋଇଛନ୍ତି। ଜାଡେଜାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ୬ ସପ୍ତାହ ସମୟ ଲାଗିବ। ତେଣୁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ମଧ୍ୟ ଜାଡେଜା ଖେଳିବା ନେଇ ସନ୍ଦେହ ଦେଖାଦେଇଛି।

ଜାଡେଜାଙ୍କ ବଦଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଅକ୍ଷର ପଟେଲଙ୍କୁ ଚୟନ କରାଯାଇଛି। ଏହାବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ୱାଶିଂଟନ୍ ସୁନ୍ଦର ନିଜ ନିଜର ସ୍ଥାନ ବଜାୟ ରଖିଛନ୍ତି। ଟେଷ୍ଟ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଜାଡେଜାଙ୍କୁ ଆଘାତ ଲାଗିଥିଲା। ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ଜାଡେଜାଙ୍କ ହେଲମେଟରେ ବଲ୍ ବାଜିଥିଲା। ଯେଉଁ କାରଣୁ ସେ ଆଉ ବୋଲିଂ କରିବାକୁ ଆସିନଥିଲେ। ତାଙ୍କ ବଦଳରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଥିଲା।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ। ପ୍ରଥମ ଦୁଇଟି ଯାକ ଟେଷ୍ଟ ଚେନ୍ନାଇରେ ଖେଳାଯିବ। ପ୍ରଥମ ଟେଷ୍ଟ ଫେବୃଆରୀ ୫ରୁ ୯ ଏବଂ ୨ୟ ଟେଷ୍ଟ ୧୩ରୁ ୧୭ ଯାଏ ହେବ। ତୃତୀୟ ଟେଷ୍ଟ ଫେବୃଆରୀ ୨୪ରୁ ୨୮ ଏବଂ ଚତୁର୍ଥ ଟେଷ୍ଟ ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ଟେଷ୍ଟ ଅହମ୍ମଦାବାଦରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story