ମେଲ୍ବୋର୍ଣ୍ଣ: ଆଜିକାଲି ବ୍ୟବହାର କରାଯାଉଥିବା ଓଜନିଆ ଓ ଓସାରିଆ ବ୍ୟାଟ୍କୁ ନେଇ ବର୍ଷିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।
ସେ କହିଛନ୍ତି,“ଏବେ କେତେକ ବ୍ୟାଟ୍ସମ୍ୟାନ୍ ଓଜନିଆ ଓ ଓସାରିଆ ବ୍ୟାଟ୍କୁ ବ୍ୟବହାର କରି ବୋଲରଙ୍କ ଉପରେ ଭାରି ପଡୁଛନ୍ତି। ବେଳେବେଳେ ମ୍ୟାଚ୍ ବି ହାତଛଡା ହେଉଥିବା ଦେଖିବାକୁ ମିଳିଛି। ବ୍ୟାଟ୍ସମ୍ୟାନ୍ମାନେ ମ୍ୟାଚ୍କୁ ଏକପାଖିଆ କରି ଦେଉଛନ୍ତି। ଏପରି କରୁଥିବା ଖେଳାଳି ଗଲ୍ଫ କ୍ଲବ କିମ୍ବା ଟେନିସ୍ରେ ଯୋଗ ଦିଅନ୍ତୁ।”
ସେ ଆହୁରି ମଧ୍ୟ କହିଛନ୍ତି,“ବ୍ୟାଟ୍ ବ୍ୟବହାର ନେଇ ଆଇସିସି ପଦକ୍ଷେପ ନେବା ଉଚିତ। ଯେଉଁ ବ୍ୟାଟ୍ସମାନଙ୍କ ଶାରୀରିକ ଗଠନ ଭଲ ସେମାନେ ଏହି ପରି ବ୍ୟାଟ୍ ବ୍ୟବହାର କରୁଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ ଏମ୍ ଏସ୍ ଧୋନିଙ୍କ ବ୍ୟାଟ୍ ଠାରୁ ହାଲୁକା ଏବଂ ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ଙ୍କ ବ୍ୟାଟ୍ ଠାରୁ ଅଧିକ ଓଜନ ହେବା ଉଚିତ ନୁହେଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।