ଓଜନିଆ ଓ ଓସାରିଆ ବ୍ୟାଟ୍‌ ନେଇ ବର୍ଷିଲେ ରିକି ପଣ୍ଟିଂ

ମେଲ୍‌ବୋର୍ଣ୍ଣ: ଆଜିକାଲି ବ୍ୟବହାର କରାଯାଉଥିବା ଓଜନିଆ ଓ ଓସାରିଆ ବ୍ୟାଟ୍‌କୁ ନେଇ ବର୍ଷିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ସେ କହିଛନ୍ତି,“ଏବେ କେତେକ ବ୍ୟାଟ୍ସମ୍ୟାନ୍‌ ଓଜନିଆ ଓ ଓସାରିଆ ବ୍ୟାଟ୍‌କୁ ବ୍ୟବହାର କରି ବୋଲରଙ୍କ ଉପରେ ଭାରି ପଡୁଛନ୍ତି। ବେଳେବେଳେ ମ୍ୟାଚ୍‌ ବି ହାତଛଡା ହେଉଥିବା ଦେଖିବାକୁ ମିଳିଛି। ବ୍ୟାଟ୍ସମ୍ୟାନ୍‌ମାନେ ମ୍ୟାଚ୍‌କୁ ଏକପାଖିଆ କରି ଦେଉଛନ୍ତି। ଏପରି କରୁଥିବା ଖେଳାଳି ଗଲ୍‌ଫ କ୍ଲବ କିମ୍ବା ଟେନିସ୍‌ରେ ଯୋଗ ଦିଅନ୍ତୁ।” ସେ ଆହୁରି ମଧ୍ୟ କହିଛନ୍ତି,“ବ୍ୟାଟ୍‌ ବ୍ୟବହାର […]

ricky-ponting

ricky-ponting

Rakesh Mallick
  • Published: Tuesday, 05 July 2016
  • Updated: 06 July 2016, 08:10 AM IST

ମେଲ୍‌ବୋର୍ଣ୍ଣ: ଆଜିକାଲି ବ୍ୟବହାର କରାଯାଉଥିବା ଓଜନିଆ ଓ ଓସାରିଆ ବ୍ୟାଟ୍‌କୁ ନେଇ ବର୍ଷିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।

ସେ କହିଛନ୍ତି,“ଏବେ କେତେକ ବ୍ୟାଟ୍ସମ୍ୟାନ୍‌ ଓଜନିଆ ଓ ଓସାରିଆ ବ୍ୟାଟ୍‌କୁ ବ୍ୟବହାର କରି ବୋଲରଙ୍କ ଉପରେ ଭାରି ପଡୁଛନ୍ତି। ବେଳେବେଳେ ମ୍ୟାଚ୍‌ ବି ହାତଛଡା ହେଉଥିବା ଦେଖିବାକୁ ମିଳିଛି। ବ୍ୟାଟ୍ସମ୍ୟାନ୍‌ମାନେ ମ୍ୟାଚ୍‌କୁ ଏକପାଖିଆ କରି ଦେଉଛନ୍ତି। ଏପରି କରୁଥିବା ଖେଳାଳି ଗଲ୍‌ଫ କ୍ଲବ କିମ୍ବା ଟେନିସ୍‌ରେ ଯୋଗ ଦିଅନ୍ତୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ବ୍ୟାଟ୍‌ ବ୍ୟବହାର ନେଇ ଆଇସିସି ପଦକ୍ଷେପ ନେବା ଉଚିତ। ଯେଉଁ ବ୍ୟାଟ୍ସମାନଙ୍କ ଶାରୀରିକ ଗଠନ ଭଲ ସେମାନେ ଏହି ପରି ବ୍ୟାଟ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଟିମ୍‌ ଇଣ୍ଡିଆର ଅଧିନାୟକ ଏମ୍‌ ଏସ୍‌ ଧୋନିଙ୍କ ବ୍ୟାଟ୍‌ ଠାରୁ ହାଲୁକା ଏବଂ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କ ବ୍ୟାଟ୍‌ ଠାରୁ ଅଧିକ ଓଜନ ହେବା ଉଚିତ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story