ଡୋପିଂ ମାମଲା: ରିଓ ଅଲିମ୍ପିକରୁ ବାଦ୍‌ ପଡ଼ିଲେ କୁସ୍ତି ଯୋଦ୍ଧା ନରସିଂହ ଯାଦବ, ୪ ବର୍ଷ ବ୍ୟାନ୍‌

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ କୁସ୍ତି ପ୍ରତିଯୋଗିତାରେ ଭାରତକୁ ଶକ୍ତ ଧକ୍କା ଲାଗିଛି। ଡୋପିଂ ମାମଲାରେ ଛନ୍ଦି ହୋପଡ଼ିଥିବା ଭାରତୀୟ କୁସ୍ତି ଯୋଦ୍ଧା ନରସିଂହ ଯାଦବ ରିଓ ଅଲିମ୍ପିକରୁ ବାଦ ପଡ଼ିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ନରସିଂହ ୭୪ କେଜି ବର୍ଗରେ ଅଂଶଗ୍ରହଣ କରିଥାନ୍ତେ। ମାତ୍ର ସ୍ୱିଜରଲାଣ୍ଡର ଲୌସାନାଠାରେ ଥିବା କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ (କାସ୍‌) ରୋକ ଲଗାଇଛନ୍ତି। ଏହାସହ ନରସିଂହ ୪ ବର୍ଷ ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଖେଳି ପାରିବେ ନାହିଁ […]

narashingha

narashingha

Rakesh Mallick
  • Published: Friday, 19 August 2016
  • Updated: 19 August 2016, 09:54 AM IST

Sports

Latest News

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ କୁସ୍ତି ପ୍ରତିଯୋଗିତାରେ ଭାରତକୁ ଶକ୍ତ ଧକ୍କା ଲାଗିଛି। ଡୋପିଂ ମାମଲାରେ ଛନ୍ଦି ହୋପଡ଼ିଥିବା ଭାରତୀୟ କୁସ୍ତି ଯୋଦ୍ଧା ନରସିଂହ ଯାଦବ ରିଓ ଅଲିମ୍ପିକରୁ ବାଦ ପଡ଼ିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ନରସିଂହ ୭୪ କେଜି ବର୍ଗରେ ଅଂଶଗ୍ରହଣ କରିଥାନ୍ତେ। ମାତ୍ର ସ୍ୱିଜରଲାଣ୍ଡର ଲୌସାନାଠାରେ ଥିବା କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ (କାସ୍‌) ରୋକ ଲଗାଇଛନ୍ତି। ଏହାସହ ନରସିଂହ ୪ ବର୍ଷ ପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଖେଳି ପାରିବେ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

ରିଓରେ ଭାଗ ନେବା ନେଇ ଗତକାଲି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ନରସିଂହଙ୍କୁ ସବୁଜ ସଂକେତ ଦେଇଥିଲା। ଏହାକୁ ବିରୋଧ କରି ୱାଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) କାସ୍‌କୁ ଯାଇଥିଲା। ଗତ ଜୁନ ୨୫ ଓ ଜୁଲାଇ ୫ରେ ନରସିଂହ ଡୋପିଂ ଟେଷ୍ଟରେ ବିଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story