ରିଓ ଅଲିମ୍ପିକ: ମହିଳା କୁସ୍ତିରେ ହାରିଲେ ବବିତା

ରିଓ ଡି ଜେନେରିଓ: ମହିଳା ୫୩ କେଜି ବର୍ଗ କୁସ୍ତି ପ୍ରତିଯୋଗିତାରେ ଆଜି ମୈଦାନକୁ ଓହ୍ଲାଇଥିବା ବବିତା କୁମାରୀ ପରାସ୍ତ ହୋଇଛନ୍ତି। ଗ୍ରୀସ୍‌ର ମାରିଆ ପ୍ରେଭୋଲାକାରୀଙ୍କଠାରୁ ବବିତା ୧-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ବବିତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଗ୍ରୀସ୍‌ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ସେଫ୍ଟି ଜୋନ୍‌ରୁ ବାହାରକୁ ପଠାଇ ଦେଇ ଲିଡ ହାସଲ କରିଥିଲେ। ଏହାପରେ ପୁଣି ୨ ପଏଣ୍ଟ ସହ ପ୍ରଥମ ପର୍ଯ୍ୟାୟକୁ ସେ ୩-୦ରେ ଜିତି ନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ […]

babita

babita

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 10:06 PM IST

Sports

Latest News

ରିଓ ଡି ଜେନେରିଓ: ମହିଳା ୫୩ କେଜି ବର୍ଗ କୁସ୍ତି ପ୍ରତିଯୋଗିତାରେ ଆଜି ମୈଦାନକୁ ଓହ୍ଲାଇଥିବା ବବିତା କୁମାରୀ ପରାସ୍ତ ହୋଇଛନ୍ତି। ଗ୍ରୀସ୍‌ର ମାରିଆ ପ୍ରେଭୋଲାକାରୀଙ୍କଠାରୁ ବବିତା ୧-୫ ପଏଣ୍ଟରେ ପରାସ୍ତ ହୋଇଛନ୍ତି।

ପ୍ରଥମ ରାଉଣ୍ଡରୁ ହିଁ ବବିତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଗ୍ରୀସ୍‌ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ସେଫ୍ଟି ଜୋନ୍‌ରୁ ବାହାରକୁ ପଠାଇ ଦେଇ ଲିଡ ହାସଲ କରିଥିଲେ। ଏହାପରେ ପୁଣି ୨ ପଏଣ୍ଟ ସହ ପ୍ରଥମ ପର୍ଯ୍ୟାୟକୁ ସେ ୩-୦ରେ ଜିତି ନେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବବିତା ଗୋଟିଏ ପଏଣ୍ଟ ହାସଲ କରିଥିଲେ। ବବିତା ଲଢୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ମାରିଆ ପୁଣି ୨ ପଏଣ୍ଟ ହାସଲ କରି ମ୍ୟାଚ୍‌କୁ ୫-୧ରେ ଜିତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story