ମିକ୍ସଡ୍ ମାର୍ଶାଲ୍ ଆର୍ଟ ଡେବ୍ୟୁରେ ଜିତିଲେ ରିତୁ

ବେଜିଂ: ଭାରତୀୟ ମହିଳା ରେସଲର୍ ରିତୁ ଫୋଗଟ୍ ନିଜର ଡେବ୍ୟୁ ମିକ୍ସଡ୍ ମାର୍ଶାଲ୍ ଆର୍ଟ (ଏମଏମଏ)ରେ ଦମଦାର ବିଜୟ ହାସଲ କରିଛନ୍ତି। ବେଜିଂରେ ଚାଲିଥିବା ୱାନ୍ ଚାମ୍ପିୟନଶିପ୍ ଏଜ୍ ଅଫ୍ ଡ୍ରାଗନ୍ ଇଭେଣ୍ଟରେ ରିତୁ ଦକ୍ଷିଣ ଆଫ୍ରିକାର କିମ୍ ନାମ-ହି’ଙ୍କୁ ମାତ୍ର ତିନି ମିନିଟରେ ନକଆଉଟ୍ କରିଛନ୍ତି। ୨୦୧୬ ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ୨୫ ବର୍ଷୀୟା ରିତୁ ଚଳିତ ବର୍ଷ ଫେବୃଆରୀରେ ମିକ୍ସଡ୍ ମାର୍ଶାଲ୍ ଆର୍ଟରେ ପାଦ ଦେଇଥିଲେ। ଏଥିପାଇଁ ସେ ଇଭଲଭ୍ […]

ritu

ritu

Ranjit Kumar Jena
  • Published: Saturday, 16 November 2019
  • Updated: 16 November 2019, 06:53 PM IST

Sports

Latest News

ବେଜିଂ: ଭାରତୀୟ ମହିଳା ରେସଲର୍ ରିତୁ ଫୋଗଟ୍ ନିଜର ଡେବ୍ୟୁ ମିକ୍ସଡ୍ ମାର୍ଶାଲ୍ ଆର୍ଟ (ଏମଏମଏ)ରେ ଦମଦାର ବିଜୟ ହାସଲ କରିଛନ୍ତି। ବେଜିଂରେ ଚାଲିଥିବା ୱାନ୍ ଚାମ୍ପିୟନଶିପ୍ ଏଜ୍ ଅଫ୍ ଡ୍ରାଗନ୍ ଇଭେଣ୍ଟରେ ରିତୁ ଦକ୍ଷିଣ ଆଫ୍ରିକାର କିମ୍ ନାମ-ହି'ଙ୍କୁ ମାତ୍ର ତିନି ମିନିଟରେ ନକଆଉଟ୍ କରିଛନ୍ତି।

୨୦୧୬ ରାଜ୍ୟଗୋଷ୍ଠୀ ରେସଲିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ୨୫ ବର୍ଷୀୟା ରିତୁ ଚଳିତ ବର୍ଷ ଫେବୃଆରୀରେ ମିକ୍ସଡ୍ ମାର୍ଶାଲ୍ ଆର୍ଟରେ ପାଦ ଦେଇଥିଲେ। ଏଥିପାଇଁ ସେ ଇଭଲଭ୍ ଏମଏମଏ ଅଧୀନରେ ମୁଆଇ-ଥାଇ, ବ୍ରାଜିଲିଆନ୍ ଜି-ଜିତସୁ ଏବଂ ବକ୍ସିଂ ଟ୍ରେନିଂ ନେଇଥିଲେ।

୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ରିତୁଙ୍କୁ ୪୮ କେଜି ବର୍ଗରେ ଭାରତର ଦୃଢ଼ ପଦକ ଦାବିଦାର କୁହାଯାଉଥିଲା, କିନ୍ତୁ ଏହି ମହିଳା ରେସଲର୍ ନିଜ କ୍ୟାରିୟରକୁ ମିକ୍ସଡ୍ ମାର୍ଶାଲ ଆର୍ଟରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଡେବ୍ୟୁ କରିବା ପୂର୍ବରୁ ରିତୁ କହିଥିଲେ, ମୁଁ ଭାରତ ପକ୍ଷରୁ ବିଶ୍ୱ ଚାମ୍ପିୟନଶିପ୍ ବେଲ୍ଟ ଜିତିବାକୁ ଚାହେଁ। ମୁଁ ମଧ୍ୟ ଦେଶର ପ୍ରଥମ ମିକ୍ସଡ୍ ମାର୍ଶାଲ୍ ଆର୍ଟ ବିଜେତା ଚାହେଁ ବୋଲି ରିତୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story