ଖେଳ ରତ୍ନ ପାଇବେ ରୋହିତ ଶର୍ମାଙ୍କ ସହ ୪ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇବେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା। ପୁରସ୍କାର ଚୟନ କମିଟି ଆଜି ରୋହିତଙ୍କ ନାଁ ଏଥିପାଇଁ ସୁପାରିସ କରିଛି। ରୋହିତଙ୍କ ବ୍ୟତୀତ ଆଉ ୩ ଜଣ ଆଥଲେଟଙ୍କ ନାଁ ମଧ୍ୟ ଏହି ପୁରସ୍କର ପାଇଁ ଭାରତ ସରକାରଙ୍କ ପାଖକୁ ପଠା ଯାଇଛି। ଏହି ତାଲିକାରେ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ […]

t

t

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 03:22 PM IST

Sports

Latest News

ନୂଆଦିଲ୍ଲୀ: କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇବେ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା। ପୁରସ୍କାର ଚୟନ କମିଟି ଆଜି ରୋହିତଙ୍କ ନାଁ ଏଥିପାଇଁ ସୁପାରିସ କରିଛି। ରୋହିତଙ୍କ ବ୍ୟତୀତ ଆଉ ୩ ଜଣ ଆଥଲେଟଙ୍କ ନାଁ ମଧ୍ୟ ଏହି ପୁରସ୍କର ପାଇଁ ଭାରତ ସରକାରଙ୍କ ପାଖକୁ ପଠା ଯାଇଛି।

ଏହି ତାଲିକାରେ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁଙ୍କ ନାଁ ରହିଛି। ଚଳିତ ବର୍ଷ ଏକାଥରେ ୪ ଜଣଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ମିଳିବ।

ମଙ୍ଗଳବାର ନ୍ୟାଶନାଲ ସ୍ପୋର୍ଟସ ଆୱାର୍ଡ ସିଲେକ୍ସନ କମିଟିର ବୈଠକ ବସିଥିଲା। ଏହାପରେ ୪ ଜଣ ଆଥଲେଟଙ୍କ ନାଁକୁ ରାଜୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିସ କରାଯାଇଛି। ୨୦୧୬ ପରେ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ଏକସଙ୍ଗେ ୪ ଜଣଙ୍କ ନାଁ ସୁପାରିସ କରାଯାଇଛି।

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ୪ର୍ଥ କ୍ରିକେଟର ପାଇଁ ଖେଳ ରତ୍ନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ୧୯୯୮ରେ ପ୍ରଥମ କ୍ରିକେଟର ଭାବେ ସଚିନ ତେନ୍ଦୁଲକରଙ୍କୁ ଖେଳ ରତ୍ନ ପୁରସ୍କାର ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story