ଇଣ୍ଡୋନେସିଆ ଓପନ୍‌: କ୍ୱାର୍ଟରରେ ସାଇନା

ଜାକାର୍ତ୍ତା: ଇଣ୍ଡୋନେସିଆ ସୁପର ସିରିଜ୍‌ ପ୍ରିମିୟର ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ସାଇନା ନେହୱାଲ ଆଗୁଆ ରହିଛନ୍ତି। ଗୁରୁବାର ସେ ମହିଳା ସିଙ୍ଗିଲ୍ସରେ ଏଫ୍‌ ଫିତ୍ରେଆନୀଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି। ଅଷ୍ଟମ ସିଡେଡ୍‌ ସାଇନା ଏହି ଟୁର୍ଣ୍ଣାମେଣ୍ଟକୁ ତିନିଥର ଜିତିଛନ୍ତି। ସାଇନା ଓ ଫିତ୍ରେଆନୀଙ୍କ ମଧ୍ୟରେ ଖେଳାଯାଇଥିବା ୩୨ ମିନିଟ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ସାଇନା ୨୧-୧୧ ୨୧-୧୦ରେ ଜିତିଛନ୍ତି। କ୍ୱାର୍ଟରରେ ଜିତିବା ପରେ ସେ ସେମିଫାଇନାଲ୍‌ରେ ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା […]

saina2 9

saina2 9

Rakesh Mallick
  • Published: Thursday, 02 June 2016
  • Updated: 03 June 2016, 03:52 AM IST

Sports

Latest News

ଜାକାର୍ତ୍ତା: ଇଣ୍ଡୋନେସିଆ ସୁପର ସିରିଜ୍‌ ପ୍ରିମିୟର ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ସାଇନା ନେହୱାଲ ଆଗୁଆ ରହିଛନ୍ତି। ଗୁରୁବାର ସେ ମହିଳା ସିଙ୍ଗିଲ୍ସରେ ଏଫ୍‌ ଫିତ୍ରେଆନୀଙ୍କୁ ସିଧାସଳଖ ଗେମରେ ପରାସ୍ତ କରିଛନ୍ତି। ଅଷ୍ଟମ ସିଡେଡ୍‌ ସାଇନା ଏହି ଟୁର୍ଣ୍ଣାମେଣ୍ଟକୁ ତିନିଥର ଜିତିଛନ୍ତି। ସାଇନା ଓ ଫିତ୍ରେଆନୀଙ୍କ ମଧ୍ୟରେ ଖେଳାଯାଇଥିବା ୩୨ ମିନିଟ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ସାଇନା ୨୧-୧୧ ୨୧-୧୦ରେ ଜିତିଛନ୍ତି।

କ୍ୱାର୍ଟରରେ ଜିତିବା ପରେ ସେ ସେମିଫାଇନାଲ୍‌ରେ ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା କୋରୋଲିନା ମାରିନ୍‌ କିମ୍ବା ଅକାନେ ୟୁମାଗାଚିଙ୍କୁ ଭେଟିପାରନ୍ତି।

ସୂଚନାଯୋଗ୍ୟ, ସାଇନା ଚତୁର୍ଥଥର ପାଇଁ ଏହି ଟାଇଟେଲ ଜିତିବାକୁ ପ୍ରୟାସ କରିବେ। ସେ ନିକଟରେ ସ୍ୱିସ୍‌ ଗ୍ରାଁ ପ୍ରି ଗୋଲ୍ଡ, ଇଣ୍ଡିଆ ସୁପର ସିରିଜ୍‌, ମାଲେସିଆ ସୁପର ସିରିଜ୍‌ ପ୍ରିମୟିର ଓପନ୍‌ ଓ ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ସେମିଫାଇନାଲରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ପୁରୁଷ ଡବଲ୍ସ ଓ ମହିଳା ଡବଲ୍ସରେ ଜ୍ୱାଲା ଗୁଟ୍ଟା-ଅଶ୍ୱନି ପୋନ୍ନାପା, ମନୁ ଅତ୍ରୀ-ବିସୁମିତ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପରାଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story