ବିଡବ୍ଲ୍ୟୁଏଫ୍‌ ବିଶ୍ୱ ମାନ୍ୟତା: ଖସିଲେ ସାଇନା ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ:ଗତ ସପ୍ତାହରେ ଭାରତ ଓପନ୍‌ ସୁପର ସିରିଜ୍‌ରେ ‍ବିଫଳ ହେବା ଫଳରେ ବ୍ୟାଡ୍‌ମିଣ୍ଟନ୍‌ ୱାର୍ଲ୍ଡ ଫେଡେରେସନ (ବିଡବ୍ଲ୍ୟୁଏଫ୍‌) ବିଶ୍ୱ ମାନ୍ୟତାରେ ତଳକୁ ଖସିଛନ୍ତି ଭାରତର ଦୁଇ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଓ କେ.ଶ୍ରୀକାନ୍ତ। ସାଇନା ମହିଳା ବର୍ଗରେ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ପୁରୁଷ ବର୍ଗରେ ୧୦ମ ସ୍ଥାନରୁ ୧୪ତମ ସ୍ଥାନକୁ ଖସିଛନ୍ତି କେ.ଶ୍ରୀକାନ୍ତ। ସେହିପରି ପୁରୁଷ ଏକକ ବର୍ଗରେ ଭାରତର ଏଚ୍‌.ଏସ୍‌ ପ୍ରଣୟ ୧୯ ତମ ସ୍ଥାନରୁ ଖସି ୨୨ରେ ରହିଥିବା […]

saina-nehwal-asian

saina-nehwal-asian

Rakesh Mallick
  • Published: Thursday, 07 April 2016
  • Updated: 08 April 2016, 06:11 AM IST

ନୂଆଦିଲ୍ଲୀ:ଗତ ସପ୍ତାହରେ ଭାରତ ଓପନ୍‌ ସୁପର ସିରିଜ୍‌ରେ ‍ବିଫଳ ହେବା ଫଳରେ ବ୍ୟାଡ୍‌ମିଣ୍ଟନ୍‌ ୱାର୍ଲ୍ଡ ଫେଡେରେସନ (ବିଡବ୍ଲ୍ୟୁଏଫ୍‌) ବିଶ୍ୱ ମାନ୍ୟତାରେ ତଳକୁ ଖସିଛନ୍ତି ଭାରତର ଦୁଇ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଓ କେ.ଶ୍ରୀକାନ୍ତ।

ସାଇନା ମହିଳା ବର୍ଗରେ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ପୁରୁଷ ବର୍ଗରେ ୧୦ମ ସ୍ଥାନରୁ ୧୪ତମ ସ୍ଥାନକୁ ଖସିଛନ୍ତି କେ.ଶ୍ରୀକାନ୍ତ। ସେହିପରି ପୁରୁଷ ଏକକ ବର୍ଗରେ ଭାରତର ଏଚ୍‌.ଏସ୍‌ ପ୍ରଣୟ ୧୯ ତମ ସ୍ଥାନରୁ ଖସି ୨୨ରେ ରହିଥିବା ବେଳେ ଅଜୟ ଜୟରାମ ୨୪ ସ୍ଥାନ ବଜାୟ ରଖିଛନ୍ତି।

ମହିଳା ଏକକ ବର୍ଗରେ ଭାରତ ପି.ଭି ସିନ୍ଧୁ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ୧୦ମ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story