ସାକ୍ଷୀ ମଲିକଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ରିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଆଜି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ହରିୟାଣାର ରୋହତକ୍‌ରେ ଥିବା ତାଙ୍କ ପରିବାରକୁ ସିସୋଦିଆ ଭେଟିବା ପରେ ଏହି ଘୋଷଣା କରିଛନ୍ତି। ଏହାସହ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେଶନ (ଡିଟିସି) ଅଧୀନରେ କାର୍ଯ୍ୟରତ ଥିବା ସାକ୍ଷୀଙ୍କ ବାପା ସୁଖବୀର ମଲିକଙ୍କୁ ପଦୋନ୍ନତି ଦେବାକୁ ସେ […]

sakhi

sakhi

Rakesh Mallick
  • Published: Saturday, 20 August 2016
  • Updated: 20 August 2016, 05:18 PM IST

Sports

Latest News

ନୂଆଦିଲ୍ଲୀ:  ରିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଆଜି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ହରିୟାଣାର ରୋହତକ୍‌ରେ ଥିବା ତାଙ୍କ ପରିବାରକୁ ସିସୋଦିଆ ଭେଟିବା ପରେ ଏହି ଘୋଷଣା କରିଛନ୍ତି। ଏହାସହ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେଶନ (ଡିଟିସି) ଅଧୀନରେ କାର୍ଯ୍ୟରତ ଥିବା ସାକ୍ଷୀଙ୍କ ବାପା ସୁଖବୀର ମଲିକଙ୍କୁ ପଦୋନ୍ନତି ଦେବାକୁ ସେ ସୁପାରିଶ କରିଛନ୍ତି।

ବୁଧବାର ଦିନ ୨୩ ବର୍ଷୀୟ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ୫୮ କେଜି ମହିଳା ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଚଳିତ ବର୍ଷ ରିଓ ଅଲିମ୍ପିକ୍‌ରେ ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ।

ଅନ୍ୟପକ୍ଷରେ ରୌପ୍ୟ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛି ଅଖିଳ ଭାରତୀୟ ଫୁଟ୍‌ବଲ ଫେଡେରେସନ(ଏଆଇଏଫ୍‌ଏଫ୍‌) ।

ଅନ୍ୟପକ୍ଷରେ ତୈଳକମ୍ପାନୀ ବିପିସିଏଲ୍‌ ୭୫ ଲକ୍ଷଟଙ୍କା ପୁରସ୍କାରଦେବାକୁ ଆଜି ଘୋଷଣା କରିଛି। ଏବେ ହାଇଦ୍ରାବାଦସ୍ଥିତ ବିପିସିଏଲ୍‌ରେ କାର୍ଯ୍ୟରତ ଅଛନ୍ତି ପି.ଭି.ସିନ୍ଧୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story