ସାମିଙ୍କ ପ୍ରଶ୍ନ! ଭାଇ ଦୁଷ୍କର୍ମ କରିଥିଲେ ଯଦି ପରଦିନ ତାଙ୍କ ଘରକୁ କାହିଁକି ଯାଇଥିଲେ ହସିନ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ୍‌ ଜହନ୍‌ଙ୍କୁ ନେଇ ଚାଲିଥିବା ବିବାଦ ଥମିବାରେ ନାଁ ଧରୁନି। ହସିନ୍‌ ଜହାନ୍‌ ନିଜ ସ୍ୱାମୀଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି ସାମି। ସାମି କହିଛନ୍ତି ହସିନ୍‌ ଜହାନ୍‌ ଯେଉଁ ଅଭିଯୋଗ ତାଙ୍କ ଉପରେ ଲଗାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସାମି କହିଛନ୍ତି ହସିନ ତାଙ୍କୁ ଏବଂ ତାଙ୍କ ଘର ଲୋକଙ୍କୁ ଅପମାନିତ କରିଛନ୍ତି। ହସିନ୍‌ ଅଭିଯୋଗ […]

shami-hasin-jahan-sheikh-saifuddin

shami-hasin-jahan-sheikh-saifuddin

Rakesh Mallick
  • Published: Friday, 16 March 2018
  • Updated: 16 March 2018, 12:25 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭାରତୀୟ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ୍‌ ଜହନ୍‌ଙ୍କୁ ନେଇ ଚାଲିଥିବା ବିବାଦ ଥମିବାରେ ନାଁ ଧରୁନି। ହସିନ୍‌ ଜହାନ୍‌ ନିଜ ସ୍ୱାମୀଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି ସାମି। ସାମି କହିଛନ୍ତି ହସିନ୍‌ ଜହାନ୍‌ ଯେଉଁ ଅଭିଯୋଗ ତାଙ୍କ ଉପରେ ଲଗାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ।

ସାମି କହିଛନ୍ତି ହସିନ ତାଙ୍କୁ ଏବଂ ତାଙ୍କ ଘର ଲୋକଙ୍କୁ ଅପମାନିତ କରିଛନ୍ତି। ହସିନ୍‌ ଅଭିଯୋଗ କରିଥିଲେ, ସାମି ଓ ତାଙ୍କ ଭାଇ ତାଙ୍କ ସହ ଦୁସ୍କର୍ମ କରିଛନ୍ତି। ଏହାର ଜବାବରେ ସାମି କହିଛନ୍ତି, ‘ଯଦି ସେଦିନ ମୁଁ ଦୁସ୍କର୍ମ କରୁଥିଲି ହସିନ୍‌ ଜହାନ୍‌ ତେବେ କଣ କରୁଥିଲେ’। ଏବଂ ‘ଯଦି ମୋ ଭାଇ ହସିନ୍‌ ଜହାନ୍‌ଙ୍କ ସହ ଦୁସ୍କର୍ମ କରିଥିଲେ ତେବେ ପରଦିନ ସେ କିପରି ତାଙ୍କୁ ଦେଖାକରିବାକୁ ତାଙ୍କ ପାଖକୁ ଯାଇଥିଲେ’। ଏହାର ଜବାବ ମାଗିଛନ୍ତି ସାମି।

ଭୁବନେଶ୍ୱର କୁମାରଙ୍କ ରିସେପ୍ସନରେ ମଧ୍ୟ ହସିନ୍‌ଙ୍କୁ ସେ ସାଙ୍ଗରେ ନେଇ ସେଠାକୁ ଯାଇଥିଲେ ବୋଲି ସାମି କହିଛନ୍ତି। ହସିନଙ୍କୁ ସେ ସର୍ବାଦ ଭଲପାଇବା ଦେଇଆସିଛନ୍ତି। କିନ୍ତୁ ହସିନ୍ ତାଙ୍କ ସହ ଧୋକା କରିଥିବା ସାମି କହିଛନ୍ତି। ହସିନ୍‌ ଜହାନ୍‌ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ପିଲା ଥିବା କଥା ଲୁଚାଇଥିଲେ। ପରେ ଏକଥା ଜଣିଲା ପରେ ମଧ୍ୟ ହସିନଙ୍କୁ ଭଲ ପାଇବାରେ ସେ କମ କରିନାହାଁନ୍ତି ବୋଲି ସାମି କହିଛନ୍ତି। ଏବଂ ପୂର୍ବସ୍ୱମୀ ପାଖରେ ଥିବା ତାଙ୍କର ଦୁଇ ଜଣ ଝିଅଙ୍କ ଖର୍ଚ୍ଚ ମଧ୍ୟ ସାମି ବହନ କରିଥିବା କଥା କହିଛନ୍ତି। ତଥାପି ହସିନ ତାଙ୍କ ଉପରେ ଏହିସବୁ ଅଭିଯୋଗ କରିଛନ୍ତି। ସେ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଥିବା ସାମି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ମ୍ୟାଚ୍‌ ଫିକ୍ସିଂ ଭଳି ଯେଉଁ ଅଭିଯୋଗ ଆସିଛି ତାହା ଯଦି ପ୍ରମାଣ ହୁଏ ତେବେ ତାଙ୍କୁ ଯେଉଁ ଦଣ୍ଡ ଦିଆଯିବ ସେଥିପାଇଁ ସେ ପ୍ରସ୍ତୁତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story