ଜାତୀୟ କ୍ରିକେଟ କୋଚ୍‌ ପଦବୀ ପାଇଁ ସନ୍ଦୀପ ପାଟିଲ୍‌ଙ୍କ ଆବେଦନ

ନୂଆଦିଲ୍ଲୀ: ବିସିସିଆଇ ତା’ର ୱେବ୍‌ ସାଇଟ୍‌ରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆବେଦନ ଆହ୍ୱାନ କରିଥିବା ବେଳେ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ସନ୍ଦୀପ ପାଟିଲ୍‌ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ମୁଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦବୀ ପାଇଁ ଆବେଦନ କରିଛି। ଏଥିରେ କୌଣସି ସମସ୍ୟା ନାହିଁ। ଏହି ପଦବୀ ପାଇଁ ଆବେଦନ କରିବାକୁ ବିସିସିଆଇ ପକ୍ଷରୁ ତାଙ୍କୁ କେହି ବାରଣ କରିନାହାନ୍ତି। ତେଣୁ […]

sandeep-patil

sandeep-patil

Rakesh Mallick
  • Published: Saturday, 04 June 2016
  • Updated: 04 June 2016, 06:26 PM IST

ନୂଆଦିଲ୍ଲୀ: ବିସିସିଆଇ ତା’ର ୱେବ୍‌ ସାଇଟ୍‌ରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆବେଦନ ଆହ୍ୱାନ କରିଥିବା ବେଳେ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ସନ୍ଦୀପ ପାଟିଲ୍‌ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“ମୁଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦବୀ ପାଇଁ ଆବେଦନ କରିଛି। ଏଥିରେ କୌଣସି ସମସ୍ୟା ନାହିଁ। ଏହି ପଦବୀ ପାଇଁ ଆବେଦନ କରିବାକୁ ବିସିସିଆଇ ପକ୍ଷରୁ ତାଙ୍କୁ କେହି ବାରଣ କରିନାହାନ୍ତି। ତେଣୁ ମୁଁ ଆବେଦନ କରିଛି।”

୨୦୧୨ରୁ ସେ ଆଜି ପର୍ଯ୍ୟନ୍ତ ବିସିସିଆଇ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ଭାବେ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବରରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story