ଜାତୀୟ କ୍ରିକେଟ କୋଚ୍‌ ପଦବୀ ପାଇଁ ସନ୍ଦୀପ ପାଟିଲ୍‌ଙ୍କ ଆବେଦନ

ନୂଆଦିଲ୍ଲୀ: ବିସିସିଆଇ ତା’ର ୱେବ୍‌ ସାଇଟ୍‌ରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆବେଦନ ଆହ୍ୱାନ କରିଥିବା ବେଳେ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ସନ୍ଦୀପ ପାଟିଲ୍‌ ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“ମୁଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦବୀ ପାଇଁ ଆବେଦନ କରିଛି। ଏଥିରେ କୌଣସି ସମସ୍ୟା ନାହିଁ। ଏହି ପଦବୀ ପାଇଁ ଆବେଦନ କରିବାକୁ ବିସିସିଆଇ ପକ୍ଷରୁ ତାଙ୍କୁ କେହି ବାରଣ କରିନାହାନ୍ତି। ତେଣୁ ମୁଁ ଆବେଦନ କରିଛି।”

୨୦୧୨ରୁ ସେ ଆଜି ପର୍ଯ୍ୟନ୍ତ ବିସିସିଆଇ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ଭାବେ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ସେପ୍ଟେମ୍ବରରେ ଶେଷ ହେବ।

ଆହୁରି ପଢ଼ନ୍ତୁ

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’

ବିସିସିଆଇ ଓ ଚୀନ୍ କମ୍ପାନୀ ଭିଭୋ ସହିତ ଚୁକ୍ତି ବାତିଲ୍ ହେବ କି?